Door43-Catalog_or_tn/1CO/15/29.md

1.4 KiB

କିମ୍ବା ଯଦି ଯେଉଁମାନେ ମୃତମାନଙ୍କ ନିମନ୍ତେ ବାପ୍ତିଜିତ ହୁଅନ୍ତି, ସେମାନେ କଅଣ କରିବେ?

ଏଠାରେ: “ଅନ୍ୟଥା ଏହା ନିଷ୍ଫଳ ହୋଇଯିବ,ଯେବେ ଖ୍ରୀଷ୍ଟିଆନ୍‍ମାନେ ମୃତମାନଙ୍କ ପାଇଁ ବାପ୍ତିସ୍ମ ଗ୍ରହଣ କରନ୍ତି” (ଦେଖନ୍ତୁ: ପ୍ରଭାବିତ ପ୍ରଶ୍ନ)

ମୃତମାନଙ୍କ ନିମନ୍ତେ ବାପ୍ତିଜିତ ହେବେ

“ମୃତ ଲୋକଙ୍କ ପରିବର୍ତ୍ତେ ବାପ୍ତିସ୍ମ ଗ୍ରହଣ କରିବେ”

ଆମ୍ଭେମାନେ ମଧ୍ୟ କାହିଁକି ପ୍ରତ୍ୟେକ ଦଣ୍ଡରେ ବିପଦର ସମ୍ମୁଁଖୀନ ହେଉ?

ଯଦି ଖ୍ରୀଷ୍ଟ ମୃତ୍ୟୁରୁ ଉତ୍‍ଥିତ ହୋଇ ନାହାନ୍ତି, ତେବେ ସେଠାରେ କୌଣସି ଯଥାର୍ଥ କାରଣ ନାହିଁ ପାଉଲ ଓ ଅନ୍ୟ ଖ୍ରୀଷ୍ଟିଆନ୍‍ମାନେ ଆପଣାର ବିଶ୍ୱାସ ଓ ଶିକ୍ଷା ସମ୍ବନ୍ଧରେ ବିପଦର ସମ୍ମୁଁଖୀନ ହେବା ନିମନ୍ତେ।