Door43-Catalog_or_tn/1CO/15/24.md

866 B

ତାହାଙ୍କୁ ଅବଶ୍ୟ ରାଜତ୍ଵ କରିବାକୁ ହେବ

ଖ୍ରୀଷ୍ଟଙ୍କୁ ଦର୍ଶାଏ।

ସେ ସମସ୍ତ ଶତ୍ରୁଙ୍କୁ ନିଜର ପାଦ ତଳେ ନ ରଖିବା ପର୍ଯ୍ୟନ୍ତ

ଖ୍ରୀଷ୍ଟ ତାହାଙ୍କ ସମସ୍ତ ଶତ୍ରୁଙ୍କୁ ପରାସ୍ତ କଲେ, ଏହା, ଏହି ସତ୍ୟର ପ୍ରତୀକ ଅଟେ। ଏଠାରେ: “ଯେପର୍ଯ୍ୟନ୍ତ ଈଶ୍ୱର ଖ୍ରୀଷ୍ଟଙ୍କ ସମସ୍ତ ଶତ୍ରୁଙ୍କୁ ତାହାଙ୍କ ବଶୀଭୂତ କରି ନାହାନ୍ତି। ” (ଦେଖନ୍ତୁ: ରୂଢ଼୍ୟୋକ୍ତି)

ଲୋପ କଲେ

“ସମ୍ପୂର୍ଣ ଭାବେ ପରାସ୍ତ କୋଲେ”