Door43-Catalog_or_tn/1CO/15/15.md

1.4 KiB

ଖ୍ରୀଷ୍ଟ ମୃତ୍ୟୁରୁ ଉତ୍‍ଥିତ ହୋଇ ନାହାନ୍ତି ଏହି ମିଥ୍ୟାକୁ ବତ୍କୃତା ଦେବା ନିମନ୍ତେ ପାଉଲ ପୁନରାରମ୍ଭ କରନ୍ତି।

ପୁଣି, ଆମ୍ଭେମାନେ ଈଶ୍ଵରଙ୍କ ସମ୍ବନ୍ଧରେ ଯେ ମିଥ୍ୟାସାକ୍ଷୀ, ଏହା ପ୍ରକାଶ ପାଏ

ପାଉଲ ଯୁକ୍ତି କରନ୍ତି ଯେ, ଯଦି ଖ୍ରୀଷ୍ଟ ମୃତ୍ୟୁରୁ ଉତ୍‍ଥିତ ହୋଇନାହାନ୍ତି ତେବେ ସେମାନେ ମିଥ୍ୟାସାକ୍ଷୀ ଅଟନ୍ତି, କିମ୍ବା ଖ୍ରୀଷ୍ଟ ମୃତ୍ୟୁରୁ ଉତ୍‍ଥିତ ହେବା ବିଷୟରେ ମିଥ୍ୟା କହନ୍ତି।

ତୁମ୍ଭମାନଙ୍କ ବିଶ୍ଵାସ ନିଷ୍ଫଳ ଆଉ ତୁମ୍ଭେମାନେ ଏପର୍ଯ୍ୟନ୍ତ ଆପଣା ଆପଣା ପାପରେ ଅଛ।

ପାଉଲ କହୁଛନ୍ତି ଯେ, ଯଦିଓ ସେମାନଙ୍କ ବିଶ୍ୱାସ ମୃତ୍ୟୁଞ୍ଜୟୀ ଖ୍ରୀଷ୍ଟଙ୍କ ଉପରେ ଆଧାରିତ ଏବଂ ଯଦି ତାହା ହୋଇ ନାହିଁ, ତେବେ ସେମାନଙ୍କ ବିଶ୍ୱାସ ନିଷ୍ଫଳ।