Door43-Catalog_or_tn/1CO/15/10.md

768 B

ମୁଁ ଯାହା ହୋଇଅଛି, ତାହା ଈଶ୍ଵରଙ୍କ ଅନୁଗ୍ରହରେ ହୋଇଅଛି,

ବର୍ତ୍ତମାନ ପାଉଲ ଯାହା ଅଟନ୍ତି, ଈଶ୍ୱରଙ୍କ ଅନୁଗ୍ରହ ବା ଦୟା ତାହାଙ୍କୁ କରିଅଛି।

ବ୍ୟର୍ଥ ହୋଇ ନାହିଁ

ପାଉଲ ଈଶ୍ୱରଙ୍କ ଦୟା ଅନୁସାରେ ଜୀବନଯାପନ କରିବାକୁ ନିର୍ଣ୍ଣୟ କଲେ।

ଈଶ୍ଵରଙ୍କ ଅନୁଗ୍ରହ ମୋ ସହିତ ଅଛି

ପାଉଲ ନିଜ ଜୀବନର ଶ୍ରେୟ, ତାହାଙ୍କ ପ୍ରତି ଈଶ୍ୱରଙ୍କ ଦୟାକୁ ଦିଅନ୍ତି।