Door43-Catalog_or_tn/1CO/15/08.md

1.0 KiB

ଅବଶେଷରେ

ଏଠାରେ: “ଶେଷରେ, ଅନ୍ୟମାନଙ୍କୁ ଦର୍ଶନ ଦେଲା ପରେ”

ଅକାଳଜାତ ଶିଶୁ ପରି

ଏହା ଏକ ଭାବ ଭଙ୍ଗୀ ଅନୁରୂପ ଏକ ବ୍ୟକ୍ତିକୁ ଦର୍ଶାଏ ଯିଏ ଏକ ନିର୍ଦ୍ଦିଷ୍ଟ ଘଟଣାକୁ ଅନୁଭବ କରିବା ନିମନ୍ତେ ଇଚ୍ଛା କରେ ଯାହା ଅନ୍ୟମାନେ ଅନ୍ୟ ସମୟରେ ଅନୁଭବ କଲେ। ଏହି ପୃଥିବୀରେ ଯୀଶୁଙ୍କ ସେବାକାର୍ଯ୍ୟ ସମୟରେ ପାଉଲ ତାହାଙ୍କ ସହିତ କାଳ କ୍ଷେପଣ କରି ନ ଥିଲେ, , ଯେପରି ଅନ୍ୟ ପ୍ରେରିତମାନେ କରିଥିଲେ। ଏଠାରେ: “କେହି ଜଣେ ଅନ୍ୟମାନଙ୍କ ଅନୁଭବରୁ ବଞ୍ଚିତ ହେଲା।” (ଦେଖନ୍ତୁ: ରୂଢ଼ୀପ୍ରୟୋଗ)