Door43-Catalog_or_tn/1CO/14/39.md

937 B

ପରଭାଷାରେ କଥା କହିବାକୁ ମନା ନ କର

ପାଉଲ ଏହା ସ୍ପଷ୍ଟ କରନ୍ତି ଯେ ମଣ୍ଡଳୀ ଏକତ୍ର ହେବା ସମୟରେ ପରଭାଷା କହିବା ଅନୁମୋଦନୀୟ ଓ ଗ୍ରହଣୀୟ।

କିନ୍ତୁ ସମସ୍ତ ବିଷୟ ବିହିତମତେ ଓ ସୁଧାରାନୁସାରେ କରାଯାଉ

ପାଉଲ ଗୁରୁତ୍ୱ ଦିଅନ୍ତି ଯେ ମଣ୍ଡଳୀ ଏକତ୍ର ହେବା ସମୟରେ ଉପାସନା ସୁଧାରାନୁସାରେ କରାଯାଉ। ଏଠାରେ: “କିନ୍ତୁ ସମସ୍ତ ବିଷୟ ଶୋଭନୀୟ ଓ ସୁଧାରାନୁସାରେ କରାଯାଉ” ଅଥବା “କିନ୍ତୁ ସୁଧାରାନୁସାରେ ଓ ଉପଯୁକ୍ତ ଭାବେ କରାଯାଉ।”