Door43-Catalog_or_tn/1CO/14/34.md

1.7 KiB
Raw Permalink Blame History

ନୀରବ ରହନ୍ତୁ

ସମ୍ଭାବନା ଅର୍ଥ ଗୁଡ଼ିକ ହେଲା ୧) କଥା କହିବା ବନ୍ଦ କର, ) କଥା କହିବା ବନ୍ଦ କର ଯେତେବେଳେ ଜଣେ ଭାବବାଣୀ କହୁଛନ୍ତି, ଅଥବା ୩) ମଣ୍ଡଳୀ ଉପାସନା ସମୟରେ ସମ୍ପୂର୍ଣ୍ଣ ଭାବେ ନୀରବ ରୁହ।

ଈଶ୍ଵରଙ୍କ ବାକ୍ୟ କି ତୁମ୍ଭମାନଙ୍କ ଠାରୁ ବାହାରିଅଛି? ଅବା ଏହା କେବଳ ତୁମ୍ଭମାନଙ୍କ ନିକଟକୁ ଆସିଅଛି?

ପାଉଲ ଗୁରୁତ୍ୱ ଦିଅନ୍ତି ଯେ, ଖ୍ରୀଷ୍ଟିଆନ୍‍ମାନେ ଯାହା କରନ୍ତୁ ବୋଲି ଈଶ୍ୱର ଚ଼ାହାନ୍ତି, ତାହା କେବଳ କରିନ୍ଥୀୟମାନେ ନୁହନ୍ତି ଯେଉଁମାନେ ଜାଣନ୍ତି। ଏଠାରେ: “କରିନ୍ଥୀରେ ଈଶ୍ଵରଙ୍କ ବାକ୍ୟ ତୁମ୍ଭମାନଙ୍କ ଠାରୁ ବାହାରି ନାହିଁ; ଯେଉଁମାନେ ଈଶ୍ଵରଙ୍କ ଇଛାକୁ ଜାଣନ୍ତି କେବଳ ତୁମ୍ଭେମାନେ ସେହି ଲୋକ ନୁହଁ ।” (ଦେଖନ୍ତୁ: ପ୍ରଭାବିତ ପ୍ରଶ୍ନ)

ତୁମ୍ଭମାନଙ୍କ ଠାରୁ ବାହାରିଅଛି

ଏହି ଶବ୍ଦ “ତୁମ୍ଭମାନଙ୍କ” ବହୁବଚନ ଅଟେ ଓ କରିନ୍ଥୀୟ ବିଶ୍ଵାସୀମାନଙ୍କୁ ଦର୍ଶାଏ। (ଦେଖନ୍ତୁ: “ତୁମ୍ଭମାନଙ୍କ” ର ପ୍ରକାର)