Door43-Catalog_or_tn/1CO/14/29.md

963 B
Raw Permalink Blame History

ଦୁଇ ବା ତିନି ଜଣ ଭାବବାଣୀ କହନ୍ତୁ

ସମ୍ଭାବନା ଅର୍ଥ ଗୁଡ଼ିକ ହେଲା ୧) ଏକ ଉପାସନାରେ କେବଳ ଦୁଇ ବା ତିନି ଜଣ ଭାବବାଣୀ କହନ୍ତୁ ଅଥବା ) ଏକା ଥରେ କେବଳ ଦୁଇ ବା ତିନି ଜଣ ଭାବବାଦୀ କହନ୍ତୁ।

ଯାହା କହିଲେ ତାହାକୁ

ଏଠାରେ: “ସେମାନେ ଯାହା କହନ୍ତି ତାହାକୁ” (ଦେଖନ୍ତୁ: ପ୍ରତ୍ୟକ୍ଷ ବା ପରୋକ୍ଷ)

ଯଦି କୌଣସି ବାକ୍ୟ ପ୍ରକାଶିତ ହୁଏ

ଯଦି ଈଶ୍ୱର, ବସିଥିବା ଜଣଙ୍କୁ ଭାବବାଦୀଙ୍କ ବାକ୍ୟ ସମ୍ବନ୍ଧରେ ପ୍ରକାଶନ କିମ୍ବା ଜ୍ଞାନର ବାକ୍ୟ ଦିଅନ୍ତି।