Door43-Catalog_or_tn/1CO/14/24.md

838 B

ଶୁଣିବା ଦ୍ୱାରା, ସେ, ସମସ୍ତଙ୍କ ଦ୍ୱାରା ଦୋଷୀ ବୋଲି ପ୍ରମାଣିତ ହୁଏ, କୁହାଯାଇଥିବା ଦ୍ୱାରା ସେ ସମସ୍ତଙ୍କ ଦ୍ୱାରା ବିଚାରିତ ହୁଏ

ଗୁରୁତ୍ୱ ଦେବା ନିମନ୍ତେ ପାଉଲ ସାଧାରଣତଃ ସମାନ ବିଷୟ ଦୁଇ ଥର କହିଲେ। (ଦେଖନ୍ତୁ: ସମାନ୍ତରତା)

ତାହାର ହୃଦୟର ଗୁପ୍ତ ବିଷୟସବୁ ପ୍ରକାଶିତ ହୁଏ

ଏଠାରେ: “ଈଶ୍ଵର, ତାହାର ହୃଦୟର ଗୁପ୍ତ ବିଷୟସବୁ ପ୍ରକାଶ କରିବେ” (ଦେଖନ୍ତୁ: ପ୍ରତ୍ୟକ୍ଷ ବା ପରୋକ୍ଷ)