Door43-Catalog_or_tn/1CO/14/05.md

733 B

ଯେ ଭାବବାଣୀ କହେ, ସେ ଶ୍ରେଷ୍ଠ

ପାଉଲ ଗୁରୁତ୍ୱ ଦେଉଛନ୍ତି ଯେ, ପରଭାଷା କହିବା ଦାନ ଠାରୁ ଭାବବାଣୀ କହିବା ଦାନ ଶ୍ରେଷ୍ଠ ଅଟେ। ଏଠାରେ: “ଯେଉଁମାନେ ଭାବବାଣୀ କହନ୍ତି ତାହାଙ୍କ ଠାରେ ଶ୍ରେଷ୍ଠ ଦାନ ଅଛି।”

ମୁଁ ତୁମ୍ଭମାନଙ୍କର କିପରି ଲାଭ କରିବି

ଏଠାରେ: “ମୁଁ ତୁମ୍ଭମାନଙ୍କର ଉପକାର କରିବି ନାହିଁ” (ଦେଖନ୍ତୁ: ପ୍ରଭାବିତ ପ୍ରଶ୍ନ)