Door43-Catalog_or_tn/1CO/14/01.md

586 B

ପ୍ରେମର ଅନୁସରଣ କର

“ପ୍ରେମ ପଛରେ ଅନୁସରଣ କର” କିମ୍ବା “ପ୍ରେମର ମାର୍ଗ ଅନୁସରଣ କର”

ବିଶେଷତଃ ଯେପରି ତୁମ୍ଭେମାନେ ଭାବବାଣୀ କହି ପାର

ଈଶ୍ୱରଙ୍କୁ ପରଭାଷାରେ କହିବା ଅପେକ୍ଷା ଭାବବାଣୀ କହିବା କାହିଁକି ଉତ୍ତମ ଅଟେ, ପାଉଲ ଏହି ଯୁକ୍ତିତର୍କକୁ ଜାରି ରଖନ୍ତି।