Door43-Catalog_or_tn/1CO/13/11.md

992 B

କାରଣ ଏବେ ଆମ୍ଭେମାନେ ନିଗୂଢ଼ ବାକ୍ୟରୂପ ଦର୍ପଣର ସାହାଯ୍ୟରେ ଦେଖୁଅଛୁ

ଏହା ପ୍ରଥମ ଶତାବ୍ଦୀର ଦର୍ପଣଗୁଡ଼ିକୁ ଦର୍ଶାଏ, ଯାହା କାଚ଼ ବଦଳରେ ଚିକ୍କଣ ଧାତୁରେ ତିଆରି ହେଉଥିଲା, ଏବଂ କ୍ଷୀଣ, ଅସ୍ପଷ୍ଟ ପ୍ରତିବିମ୍ବ ଯୋଗାଉଥିଲା।

ମୁଁଖାମୁଁଖୀ

ଏହା ବୁଝାଏ ଯେ, ଆମ୍ଭେମାନେ ଖ୍ରୀଷ୍ଟଙ୍କ ସହିତ ଦୈହିକ ଭାବେ ଉପସ୍ଥିତ ହେବା। (ଦେଖନ୍ତୁ: ଉପଲକ୍ଷଣ)

ମୁଁ ଯେପରି ପରିଚିତ

ଏଠାରେ: “ଯେପରି ମୁଁ ଖ୍ରୀଷ୍ଟଙ୍କ ପରିଚିତ” (ଦେଖନ୍ତୁ: ପ୍ରତ୍ୟକ୍ଷ ବା ପରୋକ୍ଷ)