Door43-Catalog_or_tn/1CO/13/04.md

312 B

ପ୍ରେମ ଦୀର୍ଘସହିଷ୍ଣୁ ଏବଂ ହିତଜନକ

ଏଠାରେ ପାଉଲ ପ୍ରେମ ବିଷୟରେ କହନ୍ତି, ଯେମିତି ଏହା ଏକ ବ୍ୟକ୍ତି ଥିଲେ। (ଦେଖନ୍ତୁ: ବ୍ୟକ୍ତିତ୍ୱଆରୋପ)