Door43-Catalog_or_tn/1CO/13/01.md

1.4 KiB

ଦୂତମାନଙ୍କ ଭାଷାରେ କଥା କହେ

ସମ୍ଭାବନା ଅର୍ଥ ଗୁଡ଼ିକ ହେଲା ୧) ପାଉଲ ପ୍ରଭାବିତ କରିବା ପାଇଁ ଅତିରଞ୍ଜିତ କରୁଥିଲେ ଏବଂଲୋକେମାନେ ଦୂତମାନଙ୍କ ଭାଷା ବ୍ୟବହାର କରନ୍ତି ତାହା ବିଶ୍ଵାସ କରୁ ନ ଥିଲେ (ଦେଖନ୍ତୁ: ଅତ୍ୟୁକ୍ତି), କିମ୍ବା 2) ପାଉଲ ବିଚାର କରନ୍ତି ଯେ, ଯିଏ ପରଭାଷାରେ କଥା କହେ ପ୍ରକୃତରେ ସେ ସେହି ଭାଷାରେ କଥା କହେ ଯାହା ଦୂତମାନେ ବ୍ୟବହାର କରନ୍ତି।

ମୁଁ ଶବ୍ଦକାରକ ଘଣ୍ଟା କିମ୍ବା ଝମ୍ ଝମ୍ ଶବ୍ଦକାରୀ କରତାଳ ସ୍ଵରୂପ ହୋଇଅଛିI

ମୁଁ ଉପକରଣ ସଦୃଶ୍ୟ ହେବି ଯାହା ଉଚ୍ଚ ସ୍ୱର, ବିରକ୍ତିକର ଶବ୍ଦ କରେ। (ଦେଖନ୍ତୁ: ଉଦାହରଣ)

ଦଗ୍ଧ ହେବା ନିମନ୍ତେ

ପୁରାତନ ହସ୍ତଲିପି ପଢ଼ “ସେଥିପାଇଁ ମୁଁ ବୃଥା ଗର୍ବ କରି ପାରନ୍ତି। ” (ଦେଖନ୍ତୁ: ମୂଳ ହସ୍ତଲିପି)