Door43-Catalog_or_tn/1CO/12/30.md

1.3 KiB
Raw Permalink Blame History

ସମସ୍ତେ କି ଆରୋଗ୍ୟ କରିବାର ଶକ୍ତି ପାଇଅଛନ୍ତି?

ଏଠାରେ: “ଆମ୍ଭମାନଙ୍କ ମଧ୍ୟରେ ସମସ୍ତେ ଆରୋଗ୍ୟ କରିବାର ଶକ୍ତି ପାଇନାହୁଁ” (ଦେଖନ୍ତୁ: ପ୍ରଭାବିତ ପ୍ରଶ୍ନ)

ଶ୍ରେଷ୍ଠ ଦାନସମସ୍ତ ପାଇବା ନିମନ୍ତେ ଏକାନ୍ତ ଚେଷ୍ଟା କର।

ସମ୍ଭାବନା ଅର୍ଥ ଗୁଡ଼ିକ ହେଲା ୧) “ତୁମ୍ଭେମାନେ ଈଶ୍ଵରଙ୍କ ଠାରୁ ଦାନସମସ୍ତ ପାଇବା ନିମନ୍ତେ ଉତ୍ସୁକତାରେ ଚେଷ୍ଟା କର ଯାହା ମଣ୍ଡଳୀର ଉତ୍ତମ ସାହାଯ୍ୟ କରିବ” କିମ୍ବା ) “ତୁମ୍ଭେମାନେ ଦାନସମସ୍ତ ପାଇବା ନିମନ୍ତେ ଉତ୍ସୁକତାରେ ଦେଖିଥାଅ ଯାହା ଉଚ୍ଚତର ବୋଲି ତୁମ୍ଭେମାନେ ଚିନ୍ତା କର, କାରଣ ତାହା ଅଧିକ ଉତ୍ସାହଜନକ ହୋଇଥିବ ବୋଲି ତୁମ୍ଭେମାନେ ଚିନ୍ତା କର।”