Door43-Catalog_or_tn/1CO/12/28.md

1.6 KiB
Raw Permalink Blame History

ପ୍ରଥମରେ ପ୍ରେରିତ

ସମ୍ଭାବନା ଅର୍ଥ ଗୁଡ଼ିକ ହେଲା ୧) “ପ୍ରଥମରେ ଯାହା ମୁଁ ଉଲ୍ଲେଖ କରିବି, ପ୍ରେରିତ ଅଟନ୍ତି”, କିମ୍ବା ) “ଦାନ ଯାହା ପ୍ରଥମ ମହତ୍ଵପୂର୍ଣ୍ଣ ଅଟେ, ତାହା ପ୍ରରିତ ଅଟନ୍ତି”।

ଯେଉଁମାନେ ପରପକାରିତା କରନ୍ତି

ଏଠାରେ: “ଯେଉଁମାନେ ଅନ୍ୟ ବିଶ୍ଵାସୀମାନଙ୍କ ଉପକାର କରନ୍ତି।”

ଯେଉଁମାନେ ପରିଚାଳନାର କାର୍ଯ୍ୟ କରନ୍ତି

ଏଠାରେ: “ଯେଉଁମାନେ ମଣ୍ଡଳୀକୁ ଶାସନ କରନ୍ତି।”

ଏବଂ ଯେଉଁମାନେ ବିଭିନ୍ନ ପ୍ରକାର ପରଭାଷା କୁହନ୍ତି

ଭାଷା ଶିକ୍ଷାପ୍ରାପ୍ତ ନ କରି ମଧ୍ୟ ଜଣେ ବ୍ୟକ୍ତି ଏକ କିମ୍ବା ଅଧିକ ବିଦେଶୀ ଭାଷା କହିପାରେ।

ଆମ୍ଭମାନଙ୍କ ମଧ୍ୟରେ ସମସ୍ତେ କି ପ୍ରେରିତ?…ଆମ୍ଭମାନଙ୍କ ମଧ୍ୟରେ ସମସ୍ତେ କି ଶକ୍ତିର କାର୍ଯ୍ୟସାଧକ?

ଏଠାରେ: “ପ୍ରତେକେ ପ୍ରେରିତ ନୁହନ୍ତି…କେବଳ କେତେକ ଶକ୍ତିର କାର୍ଯ୍ୟସାଧକ” (ୟୁଡିବି) (ଦେଖନ୍ତୁ: ପ୍ରଭାବିତ ପ୍ରଶ୍ନ)