Door43-Catalog_or_tn/1CO/12/25.md

869 B

ଯେପରି ଶରୀର ମଧ୍ୟରେ ବିଭେଦ ନ ଘଟେ, କିନ୍ତୁ

ଏଠାରେ: “ଯେପରି ଶରୀର ଏକତ୍ରିତ ହୁଏ, ଏବଂ” (ଦେଖନ୍ତୁ: ଧର୍ମନିତି)

ଗୋଟିଏ ଅଙ୍ଗ ଗୌରବାନ୍ଵିତ ହେଲେ

ଏଠାରେ: “ଗୋଟିଏ ଅଙ୍ଗ ଗୌରବପ୍ରାପ୍ତ ହେଲେ” (ଦେଖନ୍ତୁ: ପ୍ରତ୍ୟକ୍ଷ ବା ପରୋକ୍ଷ)

ବର୍ତ୍ତମାନ ତୁମ୍ଭେମାନେ…

ଏଠାରେ, “ବର୍ତ୍ତମାନ” ଯାହା ଅନୁସରଣ କରାଯାଏ ଏପରି ମହତ୍ଵପୁର୍ଣ୍ଣ ବିନ୍ଦୁକୁ ଧ୍ୟାନ ଆକର୍ଷଣ କରିବା ନିମନ୍ତେ ପ୍ରୟୋଗ କରାଯାଇଛି।