Door43-Catalog_or_tn/1CO/12/18.md

1.0 KiB

ସେମମସ୍ତ ଗୋଟିଏ ଅଙ୍ଗ ହୋଇଥାଆନ୍ତା

ଯେପରି ଯଦି ପ୍ରତ୍ୟେକ ଅଙ୍ଗ ପାଦ ହୋଇଥାଆନ୍ତା, ତେବେ ସେଠାରେ କୌଣସି ବାହୁ, ହାଥ, ଗୋଡ଼, ବକ୍ଷ, କିମ୍ବା ମସ୍ତକ ନ ଥାଆନ୍ତା, ଯାହା ଏକ ଶରୀର ଗଠନ ନିମନ୍ତେ ଆବଶ୍ୟକ ହୁଏ। ଆମ୍ଭେମାନେ ସମସ୍ତେ ପାଦ ହୋଇଥାଆନ୍ତୁ କିନ୍ତୁ ଶରୀର ନୁହେଁ।

ତେବେ ଶରୀର କେଉଁଠାରେ?

ଏଠାରେ: “ତେବେ କୌଣସି ଶରୀର ନ ଥିବ” (ଦେଖନ୍ତୁ: ପ୍ରଭାବିତ ପ୍ରଶ୍ନ)

ତେଣୁ ବର୍ତ୍ତମାନ ସେମାନେ ଅନେକ ଅଙ୍ଗପ୍ରତ୍ୟଙ୍ଗ, କିନ୍ତୁ

ଏଠାରେ: “ସେମାନେ ଅନେକ ଅଙ୍ଗପ୍ରତ୍ୟଙ୍ଗ, ତେଣୁ, କିନ୍ତୁ”