Door43-Catalog_or_tn/1CO/12/01.md

1.7 KiB
Raw Permalink Blame History

ତୁମ୍ଭେମାନେ ଅଜ୍ଞ ଥାଅ, ଏହା ମୋହର ଇଛା ନୁହେଁ

ଏଠାରେ: “ତୁମ୍ଭେମାନେ ଜାଣ, ଏହା ମୋହର ଇଛା” (ଦେଖନ୍ତୁ: ଧର୍ମନିତି)

ତୁମ୍ଭେମାନେ ଭ୍ରାନ୍ତ ଭାବରେ ଚାଳିତ ହୋଇ ମୂକ ପ୍ରତିମାମାନଙ୍କ ଅନୁଗତ ହୋଇଥିଲ

ଏଠାରେ: “ ମୂକ ପ୍ରତିମାମାନଙ୍କ ଉପାସନା କରିବା ନିମନ୍ତେ ଅନ୍ୟ ଲୋକମାନେ ତୁମ୍ଭମାନଙ୍କୁ ପ୍ରଭାବିତ କରିଥିଲେ” (ଦେଖନ୍ତୁ: ପ୍ରତ୍ୟକ୍ଷ ବା ପରୋକ୍ଷ ଏବଂ ରୁଢ଼୍ୟୋକ୍ତି)

ତୁମ୍ଭେମାନେ ସେମାନଙ୍କ ଦ୍ଵାରା ପରିଚାଳିତ ହେଉଥିଲ

ଏଠାରେ: “ସେମାନେ ତୁମ୍ଭମାନଙ୍କୁ ପରିଚାଳିତ କରୁଥିଲେ”

ଈଶ୍ଵରଙ୍କ ଆତ୍ମା ପ୍ରାପ୍ତ ହୋଇ କଥା କହିବା କୌଣସି ଲୋକ କୁହେ ନାହିଁ

ସମ୍ଭାବନା ଅର୍ଥ ଗୁଡ଼ିକ ହେଲା ୧) “କୌଣସି ଖ୍ରୀଷ୍ଟିଆନ୍, ଯାହାଙ୍କ ଠାରେ ଈଶ୍ଵରଙ୍କ ଆତ୍ମା ଅଛି, କୁହେ ନାହି,” କିମ୍ବା ) “କୌଣସି ବ୍ୟକ୍ତି, ଯିଏ ଈଶ୍ଵରଙ୍କ ଆତ୍ମାଙ୍କ ଶକ୍ତିରେ ଭବିଷ୍ୟଦବାଣୀ କରୁଅଛି, କହିପାରେ ନାହିଁ।”