20 KiB
20 KiB
1 | Book | Chapter | Verse | ID | SupportReference | OrigQuote | Occurrence | GLQuote | OccurrenceNote |

2 | 2JN | front | intro | vpa9 | 0 | # ୨ୟ ଯୋହନ ପୁସ୍ତକର ପରିଚୟ

## ଭାଗ ୧: ସାଧାରଣ ପରିଚୟ

### ୨ୟ ଯୋହନର ରୂପରେଖା

୧. ଅଭିବାଦନ (୧:୧-୩)
୧. ଉତ୍ସାହ ଓ ମହାନ ଆଜ୍ଞା (୧:୪-୬)
୧: ଭଣ୍ଡ ଶିକ୍ଷକଙ୍କ ବିଷୟରେ ଚେତାବନୀ (୧:୭-୧୧)
ସହଭାଗୀ ବିଶ୍ବାସୀମାନଙ୍କଠାରୁ ଅଭିବାଦନ (୧:୧୨-୧୩)

### ୨ୟ ଯୋହନ ପୁସ୍ତକ କିଏ ଲେଖିଛନ୍ତି ?

ଏହି ପତ୍ର ଲେଖକଙ୍କ ନାମ ଉଲ୍ଲେଖ କରେ ନାହିଁ । ଲେଖକ ଆପଣାକୁ ଜଣେ “ପ୍ରାଚୀନ” ଭାବେ ପରିଚୟ ଦିଅନ୍ତି । ଏହି ପତ୍ର ସମ୍ଭବତଃ ପ୍ରେରିତ ଯୋହନଙ୍କ ଦ୍ବାରା ଜୀବନର ଅନ୍ତିମ ସମୟରେ ଲେଖାଯାଇଥିଲା । ୨ୟ ଯୋହନର ବିଷୟବସ୍ତୁ ଯୋହନଙ୍କ ସୁସମାଚାର ସହିତ ସମାନ ଅଟେ ।

### ୨ୟ ଯୋହନ ପୁସ୍ତକଟି କେଉଁ ବିଷୟରେ ଲେଖାଯାଇଛି?

ଯୋହନ ଏହି ପତ୍ର ଜଣେ ବ୍ୟକ୍ତିଙ୍କ ନିକଟକୁ ଲେଖିଛନ୍ତି ଯାହାଙ୍କୁ ସେ ଜଣେ “ମନୋନୀତା ମହିଳା” ଓ “ତାହାଙ୍କ ସନ୍ତାନଗଣ” ଭାବେ ସମ୍ଭୋଧନ କରନ୍ତି (୧:୧). ଏହା କୌଣସି ଜଣେ ନିର୍ଦ୍ଧିଷ୍ଟ ବନ୍ଧୁ ଓ ତାହାଙ୍କ ସନ୍ତାନମାନଙ୍କ ବିଷୟରେ ଉଲ୍ଲେଖ କରେ । କିମ୍ବା ଏହା କୌଣସି ଗୋଟିଏ ନିର୍ଦ୍ଧିଷ୍ଟ ବିଶ୍ବାସୀମାନଙ୍କ ଦଳକୁ, କିମ୍ବା ସାମୂହିକଭାବେ ବିଶ୍ବାସୀମାନଙ୍କ ବିଷୟରେ ଉଲ୍ଲେଖ କରେ । ଯୋହନ ତାହାଙ୍କ ପାଠକମାନଙ୍କୁ ଭଣ୍ଡ ଶିକ୍ଷକମାନଙ୍କ ବିଷୟରେ ସାବଧାନ କରାଇବା ନିମନ୍ତେ ଏହି ପତ୍ର ଲେଖିବାର ଉଦ୍ଦେଶ୍ୟ ଥିଲା । ଯୋହନ ଚାହୁଁ ନଥିଲେ ଯେ ବିଶ୍ବାସୀମାନେ ଭଣ୍ଡ ଶିକ୍ଷକମାନଙ୍କୁ ସାହାଯ୍ୟ କରନ୍ତୁ କିମ୍ବା ଅର୍ଥ ଦାନ କରନ୍ତୁ । (ଦେଖ:[[rc://or/ta/man/translate/figs-metaphor]])

### ଏହି ପୁସ୍ତକର ଶୀର୍ଷକ କିପରି ଅନୁବାଦ କରାଯିବା ଉଚିତ୍ ?

ଅନୁବାଦକମାନେ ହୁଏତ ଏହି ପୁସ୍ତକର ନାମକୁ ଏହାର ପାରମ୍ପରିକ ନାମ “୨ୟ ଯୋହନ” ବା “ଦ୍ବିତୀୟ ଯୋହନ” ଦ୍ବାରା ନିର୍ଣୟ କରିଥାଇପାରନ୍ତି । କିମ୍ବା ସେମାନେ ହୁଏତ ସ୍ପଷ୍ଟ ଶୀର୍ଷକ ନିର୍ଣୟ କରିଥାଇପାରନ୍ତି, ଯେପରିକି “ଯୋହନଙ୍କଠାରୁ ଦ୍ବିତୀୟ ପତ୍ର” ବା “ଯୋହନଙ୍କ ଲିଖିତ ଦ୍ବିତୀୟ ପତ୍ର ।” (ଦେଖ: [[rc://or/ta/man/translate/translate-names]])

## ଭାଗ ୨: ଗୁରୁତ୍ବପୂର୍ଣ୍ଣ ଧର୍ମ ଓ ସାଂସ୍କୃତିକ ସଂକଳ୍ପ

### ଆତିଥ୍ୟସତ୍କାର କ’ଣ ଅଟେ ?

ପାଶ୍ଚାତ୍ୟ ଦେଶରେ ଆତିଥ୍ୟସତ୍କାର ଏକ ଗୁରୁତ୍ବପୁର୍ଣ୍ଣ ସଂକଳ୍ପ ଥିଲା । ଏହା ବିଦେଶୀୟମାନଙ୍କ ପ୍ରତି କିମ୍ବା ବାହାର ଲୋକମାନଙ୍କ ସହିତ ବନ୍ଧୁତା ସ୍ଥାପନ କରି ସେମାନଙ୍କୁ ସାହାଯ୍ୟ ଯୋଗାଇବା ଏକ ଗୁରୁତ୍ବପୁର୍ଣ୍ଣ ବିଷୟ ଥିଲା ଯଦି ସେମାନେ ଏହା ଆବଶ୍ବକ କଲେ । ଯୋହନ ବିଶ୍ବାସୀମାନେ ଆତିଥିମାନଙ୍କୁ ଆତିଥ୍ୟ ଉତ୍ସର୍ଗ କରିବା ଚାହୁଁଥିଲେ । ଯାହା ହେଉ, ସେ ଭଣ୍ଡ ଶିକ୍ଷକମାନଙ୍କୁ ବିଶ୍ବାସୀମାନେ ଆତିଥ୍ୟ ଉତ୍ସର୍ଗ ନକରିବା ଚାହୁଁଥିଲେ ।

### ଯୋହନ କେଉଁ ଲୋକମାନଙ୍କ ବିରୁଦ୍ଧରେ କହୁଥିଲେ ?

ଯୋହନ ସମ୍ଭବତଃ ସେହି ଲୋକମାନଙ୍କ ବିରୁଦ୍ଧରେ କହୁଥିଲେ ଯେଉଁମାନେ ଜ୍ଞାନୀ ଶିକ୍ଷକ ଭାବେ ପରିଚିତ ଥିଲେ । ଏହି ଲୋକମାନେ ବିଶ୍ବାସ କଲେ ଯେ ଭୌତିକ ଜଗତ ମନ୍ଦ ଥିଲା । ଯେହେତୁ ସେମାନେ ଯୀଶୁଙ୍କୁ ଈଶ୍ବର ହେବା ବିଶ୍ବାସ କଲେ, ସେମାନେ ପ୍ରତ୍ୟାଖାନ କଲେ ଯେ ସେ ପ୍ରକୃତରେ ଜଣେ ମନୁଷ୍ୟ ଥିଲେ । ଏହାର କାରଣ ସେମାନେ ମନେକଲେ ଯେ ଈଶ୍ବର ମନୁଷ୍ୟ ହୋଇପାରିବେ ନାହିଁଯେହେତୁ ଭୌତିକ ଶରୀର ମନ୍ଦ ଅଟେ । (ଦେଖ: [[rc://or/tw/dict/bible/kt/evil]]) | |||
3 | 2JN | 1 | 1 | ma4c | figs-you | 0 | General Information: | ପାରମ୍ପରିକ ପ୍ରଥା ପ୍ରେରିତ ଯୋହନଙ୍କୁ ଏହି ପତ୍ରର ଲେଖକ ଭାବେ ପରିଚୟ ପ୍ରଦାନ କରେ । ଯଦିଓ ସମ୍ଭବତଃ ଜଣେ ମହିଳାଙ୍କ ନିକଟକୁ ବ୍ୟକ୍ତିଗତଭାବେ ସମ୍ଭୋଧନ କଲେ, କାରଣ ସେ ଉଲ୍ଲେଖ କରନ୍ତି ଯେ ସେମାନେ “ପରସ୍ପରକୁ ପ୍ରେମ କରିବା” ଉଚିତ୍, ଏହା ସମ୍ଭବତଃ ଏକ ମଣ୍ଡଳୀ ନିକଟକୁ ଲେଖାଯାଇଅଛି । ଏହି ପତ୍ରରେ “ତୁମ୍ଭେ” ଓ “ତୁମ୍ଭର” ସମସ୍ତ ଦୃଷ୍ଟାନ୍ତସମୁହ ବହୁବଚନ ଅଟନ୍ତି ନତୁବା ଉଲ୍ଲେଖ କରାଯାଇ ନଥାନ୍ତା । ଏହି ପତ୍ରରେ, ଯୋହନ “ଆମ୍ଭମାନଙ୍କୁ” ଏବଂ “ଆମ୍ଭମାନଙ୍କର” ଶବ୍ଦଟି ବ୍ୟବହାର କରିବା ଦ୍ବାରା ଆପଣାକୁ ଏବଂ ତାହାଙ୍କ ପାଠକମାନଙ୍କୁ ଅନ୍ତର୍ଭୁକ୍ତ କରନ୍ତି । (ଦେଖ:[[rc://or/ta/man/translate/figs-you]] ଏବଂ[[rc://or/ta/man/translate/figs-inclusive]]) | |
4 | 2JN | 1 | 1 | z4tk | figs-explicit | ὁ πρεσβύτερος; ἐκλεκτῇ κυρίᾳ καὶ τοῖς τέκνοις αὐτῆς | 1 | From the elder to the chosen lady and her children | ଏହି ପ୍ରକାରେ ପତ୍ରଗୁଡିକ ଆରମ୍ଭ ହେଲା । ଲେଖକଙ୍କ ନାମକୁ ସୁସ୍ପଷ୍ଟ କରାଯାଇ ପାରେ । ଅନ୍ୟ ଏକ ଅନୁବାଦରେ: “ମୁଁ, ପ୍ରାଚୀନ ଯୋହନ, ମାନୋନୀତା ମହିଳା ଓ ତାହାଙ୍କ ସନ୍ତାନଗଣଙ୍କ ନିକଟକୁ ଏହି ପତ୍ର ଲେଖୁଅଛି” (ଦେଖ:[[rc://or/ta/man/translate/figs-explicit]]) |
5 | 2JN | 1 | 1 | z9f1 | ὁ πρεσβύτερος | 1 | the elder | ଏହା ଯୋହନଙ୍କୁ, ପ୍ରେରିତ ଓ ଯୀଶୁଙ୍କ ଶିଷ୍ୟ ହେବା ସୁଚିତ କରେ । ସେ ଆପଣାକୁ ଜଣେ “ପ୍ରାଚୀନ” ସ୍ବରୁପ ଉଲ୍ଲେଖ କରନ୍ତି, କାରଣ ତାହାଙ୍କ ବୃଦ୍ଧ ବୟସ୍କର କାରଣରୁ କିମ୍ବା ସେ ମଣ୍ଡଳୀରେ ଜଣେ ଅଧକ୍ଷ ଅଟନ୍ତି । | |
6 | 2JN | 1 | 1 | y7hw | figs-metaphor | ἐκλεκτῇ κυρίᾳ καὶ τοῖς τέκνοις αὐτῆς | 1 | to the chosen lady and her children | ଏହା ସମ୍ଭବତଃ ଏକ ମଣ୍ଡଳୀକୁ ଏବଂ ବିଶ୍ବାସୀମାନଙ୍କୁ ସୁଚିତ କରେ ଯେ ଏହି ମଣ୍ଡଳୀରୁ ଅଟନ୍ତି । (ଦେଖ:[[rc://or/ta/man/translate/figs-metaphor]]) |
7 | 2JN | 1 | 3 | vpl9 | guidelines-sonofgodprinciples | Πατρός…Υἱοῦ | 1 | Father ... Son | ଏହିଗୁଡିକ ଗୁରୁତ୍ବପୁର୍ଣ୍ଣ ଶୀର୍ଷକ ଅଟନ୍ତି ଯାହା ଈଶ୍ବର ଏବଂ ଯୀଶୁଙ୍କ ମଧ୍ୟରେ ଥିବା ସର୍ମ୍ପକକୁ ବର୍ଣ୍ଣନା କରେ । (ଦେଖ:[[rc://or/ta/man/translate/guidelines-sonofgodprinciples]]) |
8 | 2JN | 1 | 3 | w6tr | figs-hendiadys | ἐν ἀληθείᾳ καὶ ἀγάπῃ | 1 | in truth and love | “ସତ୍ୟ” ଶବ୍ଦଟି “ପ୍ରେମ” କୁ ବର୍ଣ୍ଣନା କରେ। ସମ୍ଭବତଃ ଏହାର ଅର୍ଥ “ସତ୍ୟ ପ୍ରେମରେ” ଅଟେ । (ଦେଖ୍:[[rc://or/ta/man/translate/figs-hendiadys]]) |
9 | 2JN | 1 | 4 | ir6v | figs-you | τῶν τέκνων σου | 1 | your children | “ତୁମ୍ଭର” ଶବ୍ଦଟି ଏକବଚନ ଅଟେ. (ଦେଖ:[[rc://or/ta/man/translate/figs-you]]) |
10 | 2JN | 1 | 4 | s7hr | καθὼς ἐντολὴν ἐλάβομεν παρὰ τοῦ Πατρός | 1 | just as we have received this commandment from the Father | ଯେପରି ପିତା ଈଶ୍ବର ଆମ୍ଭମାନଙ୍କୁ ଆଜ୍ଞା ଦେଇଛନ୍ତି | |
11 | 2JN | 1 | 5 | c9xi | figs-you | σε, κυρία…γράφων σοι | 1 | you, lady ... writing to you | ଏହି ଦୃଷ୍ଟାନ୍ତରେ “ତୁମ୍ଭେ” ଏକବଚନ ଅଟନ୍ତି । (ଦେଖ:[[rc://or/ta/man/translate/figs-you]]) |
12 | 2JN | 1 | 5 | u38f | οὐχ ὡς ἐντολὴν καινὴν γράφων σοι | 1 | not as though I were writing to you a new commandment | ଯଦିୟ ଏପରି ନୁହେଁ ଯେ ମୁଁ ତୁମ୍ଭମାନଙ୍କୁ କିଛି ନୁତନ ବିଷୟ କରିବାକୁ ଆଜ୍ଞା ଦେଉଅଛି | |
13 | 2JN | 1 | 5 | uhs8 | figs-explicit | ἀλλὰ ἣν εἴχαμεν ἀπ’ ἀρχῆς | 1 | but one that we have had from the beginning | ଏଠାରେ, “ଆଦ୍ୟ” ଶଦ୍ଦଟି “ଯେତେବେଳେ ଆମ୍ଭେମାନେ ପ୍ରଥମେ ବିଶ୍ବାସ କଲୁ” ସୂଚିତ କରେ । ଅନ୍ୟ ଏକ ଅନୁବାଦରେ: “କିନ୍ତୁ ଖ୍ରୀଷ୍ଟ ଆମ୍ଭମାନଙ୍କୁ ଯାହା କରିବାକୁ ଆଜ୍ଞା ଦେଇଅଛନ୍ତି ମୁଁ ତୁମ୍ଭମାନଙ୍କ ନିକଟକୁ ଲେଖୁଅଛି ଯାହା ଖ୍ରୀଷ୍ଟ ଆମ୍ଭମାନଙ୍କୁ ଆଜ୍ଞା ଦେଇଛନ୍ତି ଯେତେବେଳେ ଆମ୍ଭେମାନେ ପ୍ରଥମେ ବିଶ୍ବାସ କଲୁ । (ଦେଖ୍:[[rc://or/ta/man/translate/figs-explicit]]) |
14 | 2JN | 1 | 5 | vmm8 | ἀρχῆς, ἵνα ἀγαπῶμεν ἀλλήλους | 1 | beginning—that we should love one another | ଏହା ଏକ ନୂଆ ବାକ୍ୟ ସଦୃଶ ଅନୁବାଦ କରାଯାଇ ପାରିବ । ଅନ୍ୟ ଏକ ଅନୁବାଦରେ: “ଆଦ୍ୟ” । ସେ ଆଜ୍ଞା ଦେଇଅଛନ୍ତି ଯେ ଆମ୍ଭେମାନେ ପରସ୍ପରକୁ ପ୍ରେମ କରିବା ଉଚିତ୍” | |
15 | 2JN | 1 | 6 | nw4g | figs-metaphor | αὕτη ἡ ἐντολή ἐστιν, καθὼς ἠκούσατε ἀπ’ ἀρχῆς, ἵνα ἐν αὐτῇ περιπατῆτε | 1 | This is the commandment, just as you heard from the beginning, that you should walk in it | ଈଶ୍ବରଙ୍କ ଅଜ୍ଞା ଅନୁସାରେ ଆମ୍ଭମାନଙ୍କ ଜୀବନକୁ ପରିଚାଳନ କରିବା ବିଷୟରେ ଏପରି କୁହାଯାଇଛି ଯେପରି ଆମ୍ଭେମାନେ ସେମାନଙ୍କ ସହିତ ଚାଲୁଥିଲୁ । “ଏହା” ଶବ୍ଦଟି ପ୍ରେମକୁ ଦର୍ଶାଏ । “ଏବଂ ସେ ତୁମ୍ଭମାନଙ୍କୁ ଆଜ୍ଞା ଦେଇଅଛନ୍ତି, ଯେହେତୁ ତୁମ୍ଭେମାନେ ପ୍ରଥମେ ବିଶ୍ବାସ କଲ, ପରସ୍ପରକୁ ପ୍ରେମ କରିବା ନିମନ୍ତେ” (ଦେଖ:[[rc://or/ta/man/translate/figs-metaphor]]) |
16 | 2JN | 1 | 7 | u3vi | 0 | Connecting Statement: | ଯୋହନ ସେମାନଙ୍କୁ ପ୍ରବଞ୍ଚକମାନଙ୍କ ବିଷୟରେ ଚେତାବନୀ ଦିଅନ୍ତି, ଖ୍ରୀଷ୍ଟଙ୍କ ଶିକ୍ଷାରେ ଲାଗି ରହିବା ନିମନ୍ତେ ସେମାନଙ୍କୁ ସ୍ମରଣ କରାନ୍ତି, ଏବଂ ସେମାନଙ୍କଠାରୁ ଦୁରରେ ରହିବା ନିମନ୍ତେ ଚେତାବନୀ ଦିଅନ୍ତି ଯେଉଁମାନେ ଖ୍ରୀଷ୍ଟଙ୍କ ଶିକ୍ଷା ଅନୁସାରେ ଚାଲନ୍ତି ନାହିଁ। | ||
17 | 2JN | 1 | 7 | w25m | ὅτι πολλοὶ πλάνοι ἐξῆλθαν εἰς τὸν κόσμον | 1 | For many deceivers have gone out into the world | କରଣ ଅନେକ ଭଣ୍ଡ ଶିକ୍ଷକମାନେ ମଣ୍ଡଳୀକୁ ପରିତ୍ୟାଗ କରିଛନ୍ତି କିମ୍ବା “ କାରଣ ଅନେକ ପ୍ରବଞ୍ଚକମାନେ ଜଗତରେ ଅଛନ୍ତି” | |
18 | 2JN | 1 | 7 | f9e2 | πολλοὶ πλάνοι | 1 | many deceivers | ଅନେକ ଭଣ୍ଡ ଶିକ୍ଷକମାନେ ବା “ଅନେକ ପ୍ରବଞ୍ଚକମାନେ” | |
19 | 2JN | 1 | 7 | x8yl | figs-metonymy | Ἰησοῦν Χριστὸν ἐρχόμενον ἐν σαρκί | 1 | Jesus Christ came in the flesh | ଦେହବନ୍ତ ହେବା ଜଣେ ପ୍ରକୃତ ବ୍ୟକ୍ତି ନିମନ୍ତେ ଏକ ସୂଚକ ବାକ୍ୟ ଅଟେ । ଅନ୍ୟ ଏକ ଅନୁବାଦରେ: “ଯୀଶୁଖ୍ରୀଷ୍ଟ ଜଣେ ପ୍ରକୃତ ମାନବ ରୂପରେ ଅବତିର୍ଣ ହେଲେ” (ଦେଖ:[[rc://or/ta/man/translate/figs-metonymy]]) |
20 | 2JN | 1 | 7 | wbp6 | οὗτός ἐστιν ὁ πλάνος καὶ ὁ ἀντίχριστος | 1 | This is the deceiver and the antichrist | ସେମାନେ କେବଳ ଯେଉଁମାନେ ଅନ୍ୟମାନଙ୍କୁ ପ୍ରତାରଣା କରନ୍ତି ଏବଂ ଖ୍ରୀଷ୍ଟଙ୍କୁ ବିରୋଧ କରନ୍ତି | |
21 | 2JN | 1 | 8 | it9t | βλέπετε ἑαυτούς | 1 | Look to yourselves | ଜାଗି ରୁହ ବା “ଧ୍ୟାନ ଦିଅ” | |
22 | 2JN | 1 | 8 | b91r | ἀπολέσητε ἃ | 1 | lose the things | ସ୍ବର୍ଗରେ ତୁମ୍ଭମାନଙ୍କ ଭବିଷ୍ବତ ପୁରସ୍କାର ହରାଇବ | |
23 | 2JN | 1 | 8 | eu46 | μισθὸν πλήρη | 1 | full reward | ସ୍ବର୍ଗରେ ନିତାନ୍ତ ପୁରସ୍କାର ଅଛି | |
24 | 2JN | 1 | 9 | mn3v | πᾶς ὁ προάγων | 1 | Whoever goes on ahead | ଏହା ଜଣେ ବ୍ୟକ୍ତିଙ୍କୁ ସୁଚିତ କରେ ଯେ ଈଶ୍ବର ଓ ସତ୍ୟ ବିଷୟରେ ଅନ୍ୟମାନଙ୍କ ତୁଳନାରେ ଅଧିକ ଜାଣିବା ଦାବି କରନ୍ତି । ଅନ୍ୟ ଏକ ଅନୁବାଦରେ: “ଯେକେହି ଈଶ୍ବରଙ୍କ ବିଷୟରେ ଅଧିକ ଜାଣିବା ଦାବି କରେ” ବା “ଯେକେହି ସତ୍ୟକୁ ଅବଜ୍ଞା କରେ” | |
25 | 2JN | 1 | 9 | xty9 | Θεὸν οὐκ ἔχει | 1 | does not have God | ସେ ଈଶ୍ବରଙ୍କଠାରୁ ଜାତ ନୁହେ | |
26 | 2JN | 1 | 9 | x523 | ὁ μένων ἐν τῇ διδαχῇ, οὗτος καὶ τὸν Πατέρα καὶ τὸν Υἱὸν ἔχει | 1 | The one who remains in the teaching, this one has both the Father and the Son | ଯେଉଁମାନେ ଖ୍ରୀଷ୍ଟଙ୍କ ଶିକ୍ଷା ଅନୁକରଣ କରନ୍ତି ଉଭୟ ପିତା ଓ ପୁତ୍ରଙ୍କଠାରୁ ଜାତ ଅଟନ୍ତି | |
27 | 2JN | 1 | 9 | k8cv | guidelines-sonofgodprinciples | τὸν Πατέρα καὶ τὸν Υἱὸν | 1 | the Father and the Son | ଏଗୁଡିକ ଗୁରୁତ୍ବପୁର୍ଣ୍ଣ ଶୀର୍ଷକ ଅଟନ୍ତି ଯାହା ଈଶ୍ବର ଏବଂ ଯୀଶୁଙ୍କ ମଧ୍ୟରେ ଥିବା ସଂର୍ମ୍ପକକୁ ବର୍ଣ୍ଣନା କରନ୍ତି । (ଦେଖ:[[rc://or/ta/man/translate/guidelines-sonofgodprinciples]]) |
28 | 2JN | 1 | 10 | ls1c | λαμβάνετε αὐτὸν εἰς οἰκίαν | 1 | receive him into your house | ଏଠାରେ ଏହାର ଅର୍ଥ ଯେ ତାହାକୁ ସ୍ବାଗତ କରିବା ଏବଂ ତାହାଙ୍କ ସହିତ ସର୍ମ୍ପକ ସ୍ଥାପନ କରିବା ନିମନ୍ତେ ତାହାଙ୍କୁ ସମ୍ମାନର ସହିତ ଆତିଥ୍ୟ କରିବା । | |
29 | 2JN | 1 | 11 | n7zt | κοινωνεῖ τοῖς ἔργοις αὐτοῦ τοῖς πονηροῖς | 1 | participates in his evil deeds | ତାହାଙ୍କ ମନ୍ଦ କାର୍ଯ୍ୟରେ ତାହାଙ୍କ ସହିତ ଅଂଶୀ ହେବା କିମ୍ବା “ତାହାଙ୍କୁ ମନ୍ଦ କାର୍ଯ୍ୟ କରିବାରେ ସାହାଯ୍ୟ କରିବା” | |
30 | 2JN | 1 | 12 | nx77 | figs-you | 0 | General Information: | ୧୨ ପଦରେ “ତୁମେ” ଶବ୍ଦଟି ଏକବଚନ ଅଟେ । ୧୩ ପଦରେ “ତୁମ୍ଭର” ଶବ୍ଦଟି ବହୁବଚନ ଅଟେ । (ଦେଖ:[[rc://or/ta/man/translate/figs-you]]) | |
31 | 2JN | 1 | 12 | y4gw | 0 | Connecting Statement: | ଯୋହନଙ୍କ ପତ୍ର ସେମାନଙ୍କୁ ସାକ୍ଷାତ କରିବାର ଅଭିଳାଷ କରି ସମାପ୍ତ ହୁଏ ଏବଂ ଅନ୍ୟ ଏକ ମଣ୍ଡଳୀଠାରୁ ଶୁଭେଚ୍ଛା ଜଣାଏ । | ||
32 | 2JN | 1 | 12 | gq26 | οὐκ ἐβουλήθην διὰ χάρτου καὶ μέλανος | 1 | I did not wish to write them with paper and ink | ଯୋହନ ଅନ୍ୟ ବିଷୟଗୁଡିକ ଲେଖିବାକୁ ଇଚ୍ଛା କରନ୍ତି ନାହିଁ କିନ୍ତୁ ସେ ସେମାନଙ୍କ ନିକଟକୁ ଯାଇ ସେହି କଥା କହିବାକୁ ଚାହାନ୍ତି । ସେ ଏହା କହୁ ନାହାନ୍ତି ଯେ ସେ ସେମାନଙ୍କୁ କାଗଜ ଓ କଲମରେ ନଲେଖି ଅନ୍ୟ କୌଣସି ବିଷୟରେ ଲେଖିବେ । | |
33 | 2JN | 1 | 12 | v4v2 | figs-idiom | στόμα πρὸς στόμα λαλῆσαι | 1 | speak face to face | ଏଠାରେ ମୁଖାମୁଖି ଶଦ୍ଦଟି ଏକ ଋଢୀ ଅଟେ, ଯାହାର ଅର୍ଥ ସେମାନଙ୍କ ଉପସ୍ଥିତିରେ କଥା ହେବା ବା କହିବା । ଅନ୍ୟ ଏକ ଅନୁବାଦରେ: “ତୁମ୍ଭମାନଙ୍କ ଉପସ୍ଥିତିରେ କଥାବାର୍ତ୍ତା କରିବା” କିମ୍ବା “ବ୍ୟକ୍ତିଗତଭାବେ ତୁମ୍ଭମାନଙ୍କ ସହିତ କଥାବାର୍ତ୍ତା କରିବା” (ଦେଖ:[[rc://or/ta/man/translate/figs-idiom]]) |
34 | 2JN | 1 | 13 | fh6j | figs-metaphor | τὰ τέκνα τῆς ἀδελφῆς σου τῆς ἐκλεκτῆς | 1 | The children of your chosen sister | ଏଠାରେ ଯୋହନ ଅନ୍ୟ ମଣ୍ଡଳୀମାନଙ୍କ ବିଷୟରେ ଏପରି କହନ୍ତି ଯେପରି ସେଗୁଡ଼ିକ ଏହି ପତ୍ରର ପାଠକମାନଙ୍କ ମଣ୍ଡଳୀର ଜଣେ ଭଗିନୀ ଥିଲେ ଏବଂ ବିଶ୍ବାସୀମାନେ ସେହି ମଣ୍ଡଳୀର ଏକ ଅଂଶ ଥିଲେ ଯେପରିକି ସେମାନେ ସେହି ମଣ୍ଡଳୀର ସନ୍ତାନଗଣ ଥିଲେ । ଏହା ଗୁରୁତ୍ବାରୋପ କରେ ଯେ ସମସ୍ତ ବିଶ୍ବାସୀମାନେ ଏକ ଆତ୍ମିକ ପରିବାର ଅଟନ୍ତି. (ଦେଖ:[[rc://or/ta/man/translate/figs-metaphor]]) |