Door43-Catalog_or_tn/1CO/10/28.md

12 lines
2.2 KiB
Markdown
Raw Normal View History

2018-01-11 01:51:28 +00:00
# ମୋହର ସ୍ଵାଧିନତା କାହିଁକି ଅନ୍ୟର ବିବେକ ଦ୍ଵାରା ବିଚାରିତ ହୁଏ?
ଏଠାରେ: “ଅନ୍ୟ ବ୍ୟକ୍ତି କଅଣ ସତ୍ୟ ବା କଅଣ ମିଥ୍ୟାକୁ ବିଶ୍ଵାସ କରିବ ତାହା ଦ୍ଵାରା ମୋହର ବ୍ୟକ୍ତିଗତ ପସନ୍ଦକୁ ବଦଳାଇ ପାରେ ନାହିଁ।”
(ଦେଖନ୍ତୁ: ପ୍ରଭାବିତ ପ୍ରଶ୍ନ)
# ଯଦି ମୁଁ ଭୋଜନ କରେ
ଏହି “ମୁଁ” ପାଉଲଙ୍କୁ ଦର୍ଶାଏ ନାହିଁ କିନ୍ତୁ ଯେଉଁମାନେ ଧନ୍ୟବାଦପୂର୍ଣ୍ଣ ସହ ମାଂସ ଭୋଜନ କରନ୍ତି ସେମାନଙ୍କ ପ୍ରତିରୂପ ନିମନ୍ତେ ବ୍ୟବହାର କରାଯାଇଛି। ଏଠାରେ: “ଯଦି ଏକ ବ୍ୟକ୍ତି ଭୋଜନ କରେ,” କିମ୍ବା “ଯେତେବେଳେ ଏକ ବ୍ୟକ୍ତି ଖାଦ୍ୟ ଖାଏ”
# ଧନ୍ୟବାଦ ଦେଇ
ସମ୍ଭାବନା ଅର୍ଥଗୁଡ଼ିକ ହେଲା ୧) “ଈଶ୍ଵରଙ୍କ ପ୍ରତି କୃତଜ୍ଞତାପୂର୍ଣ୍ଣ ବା ଧନ୍ୟବାଦପୂର୍ଣ୍ଣ ଅନୁଭବ ସହିତ।” କିମ୍ବା ) “ନିମନ୍ତ୍ରଣକାରୀଙ୍କ ପ୍ରତି କୃତଜ୍ଞତାପୂର୍ଣ୍ଣ ବା ଧନ୍ୟବାଦପୂର୍ଣ୍ଣ ଅନୁଭବ ସହିତ।”
# ତେବେ ଯାହା ନିମନ୍ତେ ଧନ୍ୟବାଦ ଦିଏ, ତାହା ନିମନ୍ତେ ନିନ୍ଦିତ ହୁଏ କାହିଁକି?
“ଯେବେ ଖାଦ୍ୟ ନିମନ୍ତେ ମୁଁ ଧନ୍ୟବାଦୀ ହୁଏ, ତୁମ୍ଭେମାନେ ମୋତେ ନିନ୍ଦିତ କରୁଅଛ?”। ଏଠାରେ: “ମୁଁ କାହାକୁ ଅନୁମତି ଦେବି ନାହିଁ ମୋତେ ନିନ୍ଦା କରିବା ନିମନ୍ତେ।” (ଦେଖନ୍ତୁ: ପ୍ରଭାବିତ ପ୍ରଶ୍ନ)