Door43-Catalog_or_tn/1CO/10/20.md

11 lines
1.5 KiB
Markdown
Raw Normal View History

2018-01-11 01:51:28 +00:00
# ପାନପାତ୍ରରୁ ପାନ
ସହଭାଗିତାର ପାତ୍ରରୁ ପିଇବା କାର୍ଯ୍ୟ (କେହିଜଣେ ବ୍ୟକ୍ତି) ଯୋଗାଇବା ଦ୍ଵାରା, ସାଧାରଣତଃ ପାତ୍ରରେ ଥିବା ପଦାର୍ଥକୁ ଦର୍ଶାଏ; ଏହା ଏକ ଉଦାହରଣ “ସମାନ ମୂଲ୍ୟରେ ସହଭାଗିତା” (ଦେଖନ୍ତୁ: ଉଦାହରଣ)
# ତୁମ୍ଭେମାନେ ପ୍ରଭୁଙ୍କ ମେଜ ଓ ଭୂତମାନଙ୍କ ମେଜ ଉଭୟର ଅଂଶୀ ହୋଇ ପାର ନାହିଁ
ଏଠାରେ: “ଯଦି ତୁମ୍ଭେ ପ୍ରଭୁ ଓ ଭୂତମାନଙ୍କୁ ଉଭୟଙ୍କୁ ଉପାସନା କର, ପ୍ରଭୁଙ୍କ ପ୍ରତି ତୁମ୍ଭର ଉପାସନା କପଟମୟ ଅଟେ।”
# ବିରକ୍ତ
ଏଠାରେ: “କ୍ରୋଧିତ” କିମ୍ବା “ଉତ୍ତେଜିତ”
# ଆମ୍ଭେମାନେ କି ତାହାଙ୍କ ଠାରୁ ବଳବାନ?
ଏଠାରେ: “ଆମ୍ଭେମାନେ କି ସକ୍ଷମ ଭୂତମାନଙ୍କ ସହିତ ସହଭାଗିତା ନିମନ୍ତେ ଯେବେ ଈଶ୍ଵର ଚାହାନ୍ତି ନାହିଁ?” କିମ୍ବା “ଆମ୍ଭେମାନେ ଈଶ୍ଵରଙ୍କ ଠାରୁ ବଳବାନ ନହୁଁ” (ଦେଖନ୍ତୁ: ପ୍ରଭାବିତ ପ୍ରଶ୍ନ)