Door43-Catalog_or_tn/1CO/09/17.md

20 lines
1.9 KiB
Markdown
Raw Normal View History

2018-01-11 01:51:28 +00:00
# ଯଦି ମୁଁ ସ୍ଵେଛାରେ ଏହା କରେ
“ ଯଦି ମୁଁ ସ୍ଵେଛାରେ ପ୍ରଚାର କରେ”
# ସ୍ଵେଛାରେ
ଏଠାରେ: “ଆନନ୍ଦରେ” କିମ୍ବା “ସ୍ଵଇଛାରେ”
# ତେବେ ହେଁ ସେବକପଦର ଭାର ମୋ'ଠାରେ ସମର୍ପିତ ହୋଇଅଛି।
ଏଠାରେ: “ମୁଁ ଏହି କାର୍ଯ୍ୟ କରିବାକୁ ବାଧ୍ୟ ଯାହା ସମାପ୍ତ କରିବା ନିମନ୍ତେ ଈଶ୍ଵର ମୋ'ଠାରେ ସମର୍ପିତ କରିଅଛନ୍ତି।” (ଦେଖନ୍ତୁ: ପ୍ରତ୍ୟକ୍ଷ ବା ପରୋକ୍ଷ)
# ତେବେ ମୋହର ପୁରସ୍କାର କଅଣ?
ଏଠାରେ : “ଏହା ମୋହର ପୁରସ୍କାର।” (ଦେଖନ୍ତୁ: ପ୍ରଭାବିତ ପ୍ରଶ୍ନ)
# ତାହା ଏହି ଯେ, ଯେପରି ମୁଁ ସୁସମାଚାରରେ ଥିବା ମୋହର ଅଧିକାର ବ୍ୟବହାର ନ କରି ସୁସମାଚାର ପ୍ରଚାର କରୁ କରୁ ସେହି ସୁସମାଚାରକୁ ବିନାମୂଲ୍ୟର ବିଷୟ କରେ ।
ଏଠାରେ: “ପ୍ରଚାର ନିମନ୍ତେ ମୋହର ପୁରସ୍କାର ଏହି ଯେ ମୁଁ ବାଧ୍ୟତା ବିନା ପ୍ରଚାର କରି ପାରେ।”
# ସୁସମାଚାର ଦେବା
ଏଠାରେ: “ସୁସମାଚାର ପ୍ରଚାର”
# ସୁସମାଚାରରେ ଥିବା ମୋହର ଅଧିକାରକୁ ସମ୍ପୂର୍ଣ୍ଣ ବ୍ୟବହାର କରିବା
ଏଠାରେ: “ ମୋର ପ୍ରଚାର ଯାତ୍ରାରେ ସାହାଯ୍ୟ କରିବାକୁ ଲୋକମାନଙ୍କୁ କହିବ । ”