Door43-Catalog_or_tn/1CO/05/06.md

8 lines
1.6 KiB
Markdown
Raw Normal View History

2018-01-11 01:51:28 +00:00
# ତୁମ୍ଭେମାନେ କି ଜାଣ ନାହିଁ ଯେ, ଟିକିଏ ବୋଲି ଖମୀର ସମସ୍ତ ମଇଦା ପିଣ୍ଡୁଳାକୁ ଖମୀରମୟ କରିଦିଏ?
ଯେପରି ଟିକିଏ ବୋଲି ଖମୀର ସମସ୍ତ ମଇଦା ପିଣ୍ଡୁଳାକୁ ଖମୀରମୟ କରିଦିଏ, ସେହିପରି ଏକ ଛୋଟ ପାପ ବିଶ୍ଵାସୀମାନଙ୍କ ସମସ୍ତ ସହଭାଗିତାକୁ ପ୍ରଭାବ ପକାଇଥାଏ। (ଦେଖନ୍ତୁ ଉଦାହରଣ)
# ବଳୀକୃତ ହୋଇଅଛନ୍ତି
“ପ୍ରଭୁ ଈଶ୍ଵର ଖ୍ରୀଷ୍ଟ ଯୀଶୁଙ୍କୁ ବଳିଦାନ କଲେ” (ଦେଖନ୍ତୁ: ପ୍ରତ୍ୟକ୍ଷ ବା ପରୋକ୍ଷ)
# ଆମ୍ଭମାନଙ୍କ ନିସ୍ତାର ପର୍ବର ମେଷଶାବକ, ଅର୍ଥାତ୍ ଖ୍ରୀଷ୍ଟ, ବଳୀକୃତ ହୋଇଅଛନ୍ତି।
ଯେପରି ନିସ୍ତାର ପର୍ବର ମେଷଶାବକ ପ୍ରତ୍ୟେକ ବର୍ଷ ଇସ୍ରାଏଲର ସମସ୍ତ ପାପକୁ ଆଛାଦନ କରୁଥିଲା, ସେହିପରି ଖ୍ରୀଷ୍ଟଙ୍କ ମୃତ୍ୟୁ ସେହି ସମସ୍ତଙ୍କ ସମସ୍ତ ପାପକୁ ଆଛାଦନ କରେ ଯେଉଁମାନେ ବିଶ୍ଵାସ ଦ୍ଵାରା ଅନନ୍ତଜୀବନ ପ୍ରାପ୍ତି ନିମନ୍ତେ ଖ୍ରୀଷ୍ଟଙ୍କ ଠାରେ ଭରସା ରଖନ୍ତି। (ଦେଖନ୍ତୁ: ଉଦାହରଣ)