Door43-Catalog_or_tn/1CO/03/16.md

9 lines
1.2 KiB
Markdown
Raw Normal View History

2018-01-11 01:51:28 +00:00
# ତୁମ୍ଭେମାନେ କି ଜାଣ ନାହିଁ ଯେ, ତୁମ୍ଭେମାନେ ଈଶ୍ଵରଙ୍କ ମନ୍ଦିର ଓ ସେହି ଈଶ୍ଵରଙ୍କ ଆତ୍ମା ତୁମ୍ଭମାନଙ୍କ ଅନ୍ତରରେ ବାସ କରନ୍ତି?
ଏଠାରେ: “ତୁମ୍ଭେମାନେ ଈଶ୍ଵରଙ୍କ ମନ୍ଦିର ଅଟ ଓ ଈଶ୍ଵରଙ୍କ ଆତ୍ମା ତୁମ୍ଭମାନଙ୍କ ଅନ୍ତରରେ ବାସ କରନ୍ତି।” (ଦେଖନ୍ତୁ: ପ୍ରଭାବିତ ପ୍ରଶ୍ନ)
# ନଷ୍ଟ
“ଧ୍ଵଂସ” ଅଥବା “କ୍ଷତି”
# ଈଶ୍ଵର ତାହାକୁ ନଷ୍ଟ କରିବେ। କାରଣ ଈଶ୍ଵରଙ୍କ ମନ୍ଦିର ପବିତ୍ର ଅଟେ, ଏବଂ ତାହା ତୁମ୍ଭେମାନେ ଅଟ।
ଏଠାରେ: “ଈଶ୍ଵର ସେହି ବ୍ୟକ୍ତିକୁ ନଷ୍ଟ କରିବେ କାରଣ ଈଶ୍ଵରଙ୍କ ମନ୍ଦିର ପବିତ୍ର ଅଟେ ଏବଂ ତୁମ୍ଭେମାନେ ମଧ୍ୟ ପବିତ୍ର ଅଟ।” (ଦେଖନ୍ତୁ: ଅର୍ଥପୂରକ ଶବ୍ଦର ବିଲୋପ)