Door43-Catalog_or_tn/1CO/03/08.md

17 lines
1.9 KiB
Markdown
Raw Normal View History

2018-01-11 01:51:28 +00:00
# ଯେ ରୋପଣ କରେ ଓ ଯେ ସେଚନ କରେ, ସେ ଦୁହେଁ ଏକ
ରୋପଣ କରିବା ଓ ସେଚନ କରିବା ସମାନ କାର୍ଯ୍ୟ ବୋଲି ସ୍ଥିରଚିନ୍ତା କରି ପାଉଲ କରିନ୍ଥୀ ମଣ୍ଡଳୀର ସେବାକାର୍ଯ୍ୟରେ ଆପଣାକୁ ଓ ଆପଲ୍ଲଙ୍କୁ ତୁଳନା କରନ୍ତି।
# ତାଙ୍କ ନିଜ ପାରିଶ୍ରମିକ
କେତେ ଭଲ ଭାବେ ସେମାନେ କାର୍ଯ୍ୟ କରୁଛନ୍ତି ସେହି ଆଧାରରେ ଜଣେ ଶ୍ରମିକକୁ ଦିଆଯାଉଥିବା ମୋଟ୍ ଧନରାଶି।
# ଆମ୍ଭେମାନେ
ପାଉଲ ଓ ଆପଲ୍ଲ କିନ୍ତୁ କରିନ୍ଥୀ ମଣ୍ଡଳୀ ନୁହେଁ। (ଦେଖନ୍ତୁ: ସୀମା ବହିର୍ଭୁକ୍ତ)
# ଈଶ୍ଵରଙ୍କ ସହକର୍ମୀ
ପାଉଲ ଆପଣାକୁ ଓ ଆପଲ୍ଲଙ୍କୁ ଏକତ୍ରିତ କାର୍ଯ୍ୟ କରୁଥିବା ଈଶ୍ଵରଙ୍କ ସହକର୍ମୀ ଭାବେ ବିଚାର କରନ୍ତି।
# ଈଶ୍ଵରଙ୍କ ଉଦ୍ୟାନ
ଈଶ୍ଵର କରିନ୍ଥୀୟ ବିଶ୍ଵାସୀମାନଙ୍କ ତତ୍ତ୍ଵ ନିଅନ୍ତି, ଯେପରି ଉତ୍ତମ ଫଳଦାୟକ କରିବା ନିମନ୍ତେ ଲୋକେ ଉଦ୍ୟାନର ଯତ୍ନ ନିଅନ୍ତି। (ଦେଖନ୍ତୁ: ଉଦାହରଣ)
# ଈଶ୍ଵରଙ୍କ ଗୃହ
ଈଶ୍ଵର ପରିକଳ୍ପନା କରି କରିନ୍ଥୀୟ ମାନଙ୍କୁ ସୃଷ୍ଟି କରିଅଛନ୍ତି, ଯେପରି ଲୋକେ ଏକ ଗୃହ ନିର୍ମାଣ କରନ୍ତି। (ଦେଖନ୍ତୁ: ଉଦାହରଣ)