Door43-Catalog_or_tn/1CO/01/22.md

8 lines
1.2 KiB
Markdown
Raw Normal View History

2018-01-11 01:51:28 +00:00
# ଆମ୍ଭେମାନେ ପ୍ରଚାର କରୁ
ଏହି ଶବ୍ଦ “ଆମ୍ଭେମାନେ” ପାଉଲ ଏବଂ ଅନ୍ୟ ପ୍ରେରିତ ମାନଙ୍କୁ ଦର୍ଶାଏ। (ଦେଖନ୍ତୁ: ସୀମାବାହାରେ)
# ଖ୍ରୀଷ୍ଟ କୃଶାର୍ପିତ ହେଲେ
“ଯୀଶୁଙ୍କ ବିଷୟରେ, ଯିଏ କୃଶ ଉପରେ ମଲେ।” (ୟୁଡିବି; ଦେଖନ୍ତୁ: ପ୍ରତ୍ୟକ୍ଷ ବା ପରୋକ୍ଷ)
# ଏକ ବିଘ୍ନସ୍ଵରୂପ
ଏକ ବ୍ୟକ୍ତି ବିଶେଷ ଭାବେ, ଜଣେ ବ୍ୟକ୍ତି ରାସ୍ତା ଉପରେ ଥିବା ବାଧାକୁ ଝୁଣ୍ଟି ପାରେ, ସେହିପରି ଯିହୁଦୀ ମାନଙ୍କ ନିମନ୍ତେ କୃଶାର୍ପିତ ଖ୍ରୀଷ୍ଟଙ୍କ ଦ୍ଵାରା ପରିତ୍ରାଣର ବାର୍ତ୍ତା ଅଟେ। ଏଠାରେ: “ଗ୍ରହଣଯୋଗ୍ୟ ନୁହେଁ” ଅଥବା “ଅତ୍ୟଧିକ ଅପମାନଜନକ”. (ଦେଖନ୍ତୁ: ଉଦାହରଣ)