Door43-Catalog_or_tn/JAS/03/01.md

31 lines
3.2 KiB
Markdown
Raw Normal View History

2018-01-11 01:51:28 +00:00
# ତୁମ୍ଭେମାନଙ୍କ ମଧ୍ୟରୁ ଅନେକେ
“ତୁମେ” ଶବ୍ଦଟି ଯାକୁଵଙ୍କ ଶ୍ରୋତାମାନଙ୍କୁ ସୂଚାଏ | (ଦେଖ: ତୁମ'ର ପ୍ରକାର).
# ମୋହର ଭାଇମାନେ
“ମୋହର ସହଯୋଗୀ ବିଶ୍ୱାସୀମାନେ ”
# ଜାଣ ଯେ
“କାରଣ”
# ଆମ୍ଭେମାନେ ଗୁରୁତର ଦଣ୍ଡ ପାଇବା
କାରଣ ଈଶ୍ୱର ଶିକ୍ଷକମାନଙ୍କୁ ଅଧିକା ଦଣ୍ଡ ଦେବେ ସ୍ପଷ୍ଟ ସୂଚନା ରୂପେ ଅନୁବାଦ କରିପାର “ଈଶ୍ୱର ଆମ୍ଭମାନଙ୍କୁ ବିନା କ୍ଷମାରେ ଅତ୍ୟଧିକ ଦଣ୍ଡ ଦେବେ ଯେତେବେଳେ ଆମେ ଜାଣିଶୁଣି ଅନ୍ୟମାନଙ୍କଠାରୁ ତାଙ୍କ ବାକ୍ୟ ବୁଝି ପାପ କରୁ " | (ଦେଖ: ସ୍ପଷ୍ଟ ଏବଂ ଅବ୍ୟକ୍ତ)
# ଆମ୍ଭେମାନେ ଗ୍ରହଣ କରିବା
ଯାକୁଵ ଯେଉଁମାନେ ତାଙ୍କ ସହ ଯିଏ ବାକ୍ୟକୁ ଶିକ୍ଷା ଦିଏ ଦଳରେ ବିଭକ୍ତ କରୁଛନ୍ତି |ଯଦିଓ କିଛି ବିଶ୍ୱାସୀମାନେ ଯିଏକି ଏହି ପତ୍ର ଗ୍ରହଣ କରିପାରେ ଶାସ୍ତ୍ରର ଶିକ୍ଷକମାନେ ରହି ନ ପାରନ୍ତି |
(ଦେଖ: ବହିର୍ଭୁତ)
# ଯେଣୁ ଆମ୍ଭେମାନେ ସମସ୍ତେ ଝୁଣ୍ଟିପଡୁ
ଯାକୁଵ ତାଙ୍କର ସମସ୍ତ ଶ୍ରୋତାମାନଙ୍କୁ ଅନ୍ତର୍ଭୁକ୍ତ କରି ଫେରନ୍ତି |(ଦେଖ: ଅନ୍ତର୍ଭୁକ୍ତ)
# ଅନେକ ବିଷୟରେ ଝୁଣ୍ଟିପଡୁ
ଏହା ଏକ ତୁଳନାତ୍ମକ ଯେଉଁ ଏକ ବ୍ୟକ୍ତି ରାସ୍ତାରେ ଚାଲିବା ବେଳେ ଝୁଣ୍ଟିପଡେ ଯେଉଁ ଏକ ବ୍ୟକ୍ତିର ବିଫଳତାଗୁଡିକ ସହ ତୁଳନା କରନ୍ତି | ଏହିପ୍ରକାର ଅନୁବାଦ କରିପାରିବେ “ବିଫଳତା” ବା
“ପାପ” | (ଦେଖ: ତୁଳନାତ୍ମକ)
# ତାଙ୍କ ବାକ୍ୟରେ ଝୁଣ୍ଟିପଡେ ନାହିଁ
“ସେ ବାକ୍ୟରେ କୁହନ୍ତି ପାପ କର ନାହିଁ ”
# ସେ ଜଣେ ସିଦ୍ଧ ପୁରୁଷ ଅଟେ
“ସେ ଆତ୍ମିକ ଭାବେ ପରିପକ୍ୱ ଅଟନ୍ତି ”
# ତାଙ୍କ ସମସ୍ତ ଶରୀରକୁ ବଶରେ ରଖେ
ଯାକୁଵ ତାଙ୍କ ହୃଦୟ, ଭାବନାଗୁଡିକ, ତାଙ୍କ କାର୍ଯ୍ୟଗୁଡିକୁ ସୂଚାଉ ଅଛନ୍ତି | ଏହିରୂପେ ଅନୁବାଦ କରିପାର “ ତାଙ୍କ ବ୍ୟବହାରକୁ ବଶରେ ରଖିବା” ବା “ତାଙ୍କ କାର୍ଯ୍ୟଗୁଡିକୁ ବଶରେ ରଖିବା” |(ଦେଖ: ଧର୍ମସମ୍ବନ୍ଧୀୟ ସମାଜ )