Door43-Catalog_or_tn/LUK/23/33.md

24 lines
2.4 KiB
Markdown
Raw Normal View History

2018-01-11 01:51:28 +00:00
# ଆଉ ସେମାନେ ଉପସ୍ଥିତ ହୋଇ
ଏହି ଶବ୍ଦ “ସେମାନେ” ସୈନ୍ୟମାନେ, ଦୁଷ୍କର୍ମକାରୀମାନେ, ଓ ଯୀଶୁ ଅନ୍ତର୍ଭୁକ୍ତ ଅଟନ୍ତି।
# ସେମାନେ ତାହାଙ୍କୁ କୃଶରେ ଚଢାଇଲେ
“ସୈନ୍ୟମାନେ ଯୀଶୁଙ୍କୁ କୃଶରେ ଚଢାଇଲେ”
# ଜଣକୁ ଦକ୍ଷିଣରେ
“ଦୁଷ୍କର୍ମକାରୀମାନଙ୍କ ମଧ୍ୟରୁ ଜଣକୁ ଯୀଶୁଙ୍କ ଦକ୍ଷିଣ ପାର୍ଶ୍ୱରେ କୃଶରେ ଚଢାଇଲେ”
# ଅନ୍ୟ ଜଣକୁ ବାମରେ
“ଅନ୍ୟ ଦୁଷ୍କର୍ମକାରୀକୁ ଯୀଶୁଙ୍କ ବାମ ପାର୍ଶ୍ୱରେ କୃଶରେ ଚଢାଇଲେ”
# ଏମାନଙ୍କୁ କ୍ଷମା କର
ଏହି ଶବ୍ଦ “ଏମାନଙ୍କୁ” ଯେଉଁମାନେ ଯୀଶୁଙ୍କୁ କୃଶରେ ଚଢାଇଲେ ସେମାନଙ୍କୁ ଦର୍ଶାଏ।
# କାରଣ ଏମାନେ କଅଣ କରୁଅଛନ୍ତି, ତାହା ଜାଣନ୍ତି ନାହିଁ
“କାରଣ ସେମାନେ କଅଣ କରୁଅଛନ୍ତି ତାହା ବୁଝନ୍ତି ନାହିଁ ” ସୈନ୍ୟମାନେ ବୁଝୁ ନ ଥିଲେ ଯେ ସେମାନେ ମନୁଷ୍ୟପୁତ୍ରଙ୍କୁ କୃଶ ଉପରେ ଚଢାଉଅଛନ୍ତି।
ଏହା ଏହିପରି ମଧ୍ୟ ଅନୁବାଦ କରାଯାଇପାରେ “କାରଣ ସେମାନେ ପ୍ରକୃତରେ ଜାଣି ନ ଥିଲେ ଯେ ସେମାନେ କାହା ପ୍ରତି ଏପ୍ରକାର କରୁଛନ୍ତି।”
# ସେମାନେ ଗୁଲିବାଣ୍ଟ କଲେ
ସୈନ୍ୟମାନେ ଏକ ପ୍ରକାର ଜୁଆ ଖେଳରେ ଭାଗନେଲେ। ଏହା ଏହିପରି ଅନୁବାଦ କରାଯାଇପାରେ “ସେମାନେ ଜୁଆ ଖେଳିଲେ”
# ତାହାଙ୍କ ବସ୍ତ୍ରସବୁ ଭାଗ କରିବା ନିମନ୍ତେ
“ସୈନ୍ୟମାନଙ୍କ ମଧ୍ୟରୁ କିଏ ଯୀଶୁଙ୍କ ବସ୍ତ୍ରସବୁ ଗୃହକୁ ନେବ ତାହା ନିର୍ଣ୍ଣୟ କରିବା ନିମନ୍ତେ”