Door43-Catalog_or_tn/PHP/01/25.md

22 lines
2.5 KiB
Markdown
Raw Normal View History

2018-01-11 01:51:28 +00:00
# ଯେହେତୁ ଏହି ବିଷୟରେ ମୁଁ ସୁନିଶ୍ଚିତ ଅଛି
“ ଯେହେତୁ ମୁଁ ସୁନିଶ୍ଚିତ ଅଟେ ,”
# ଆଉ ମୁଁ ଦୃଢ଼ରୂପେ ଏହା ଜାଣେ ଯେ, ମୁଁ ରହିବି,
“ମୁଁ ଜାଣିଛି ଯେ ମୁଁ ବଞ୍ଚିଥିବି,” କିମ୍ବା “ମୁଁ ଜାଣେ ଯେ ମୁଁ ବଞ୍ଚିରହିବି,”
# ତୁମ୍ଭ ମାନଙ୍କ ସମସ୍ତଙ୍କ ସହିତ ରହିବି
“ଆଉ ଏହା ଯେ ମୁଁ ତୁମ୍ଭମାନଙ୍କୁ ସେବା କରୁଥିବି,”
# ଯେପରି ତୁମ୍ଭମାନଙ୍କ ମଧ୍ୟରେ ମୋହର ପୁନର୍ବାର ଉପସ୍ଥିତି ହେତୁ ମୋ' ଦ୍ୱାରା ଖ୍ରୀଷ୍ଟ ଯୀଶୁଙ୍କଠାରେ ତୁମ୍ଭମାନଙ୍କ ଦର୍ପ ଅଧିକ ବୃଦ୍ଧି ପାଇବ
“ସେହିପରି,ଯେବେ ପୁନର୍ବାର ମୁଁ ତୁମ୍ଭ ନିକଟକୁ ଆସିବି, ତୁମ୍ଭେମାନେ ମୋ ଉପରେ ଗର୍ବିତ ହେବ କାରଣ ଯେଉଁ ଚେଷ୍ଟା ମୁଁ ଖ୍ରୀଷ୍ଟ ଯୀଶୁଙ୍କ ପାଇଁ କରିଛି.”
# ଯୋଗ୍ୟ ପ୍ରଜା ସ୍ୱରୂପେ ଆଚରଣ କର
“କେବଳ ଯୋଗ୍ୟ ସ୍ୱରୂପେ ଜୀବନ ଅତିବାହିତ କର”
# ଏକ ଆତ୍ମାରେ ସ୍ଥିର ରହି , ଏକ ମନ ସହିତ
ଏହି ଦୁଇ ବାକ୍ୟଂଶ ସମାନ କଥା କିନ୍ତୁ ଭିନ୍ନ ପ୍ରସଙ୍ଗରେ କୁହାଯାଇଛି,
ଯାହା ଦର୍ଶାଏ ଏହି ପ୍ରକାରେ ଗୁରୁତ୍ଵ ପୂର୍ଣ ଯେ ସେମାନେ ସମସ୍ତେ ଏକମତ ହେବେ ଓ ଏକଜୁଟ୍ ହୋଇ ରହିବେ. ଏହା ଏହିପରି ଅନୁବାଦ କରାଯାଇ ପାରେ ଯେ “ଏକତାରେ ବଞ୍ଚି ରହିବା” ବା “ଏକତ୍ର ହୋଇ ଲୋକ ଭଳି ବଞ୍ଚିବା” .”
(ଦେଖନ୍ତୁ: ନକଲ)
# ସୁସମାଚାରର ବିଶ୍ୱାସ ନିମନ୍ତେ ଏକ ପ୍ରାଣରେ ଏକସଙ୍ଗରେ ଉଦ୍ୟମ କରୁଅଛ
“ଏକତ୍ର ହୋଇ ସୁସମାଚାର ଯେମିତିକି ଅନ୍ୟମାନେ ଖ୍ରୀଷ୍ଟଙ୍କ ଉପରେ ବିଶ୍ଵାସ କରିବେ”