Door43-Catalog_or_tn/PHM/01/10.md

40 lines
5.6 KiB
Markdown
Raw Permalink Normal View History

2018-01-11 01:51:28 +00:00
# ଅନୀସିମ
ଏହା ଜଣେବ୍ୟକ୍ତିଙ୍କ ନାମ. (ଦେଖନ୍ତୁ: ଅନୁବାଦ ନାମ)
# ମୋହର ସନ୍ତାନ ଅନୀସିମ
“ମୋହର ପୁତ୍ର ଅନୀସିମ.” ଯେପରି ପିତା ସହିତ ପୁତ୍ରର ସମ୍ପର୍କ ଥାଏ ସେହିପରି ପାଉଲ ଅନୀସିମଙ୍କ ସହିତ ଦୃଢ଼ ସମ୍ପର୍କକୁ ତୁଳନା କରୁଅଛନ୍ତି . ଅନୀସିମ ପାଉଲଙ୍କର ନିଜର ପୁତ୍ର ନଥିଲେ, ସେ ଆତ୍ମିକଜୀବନ ପାଇଲେ ଯେତେବେଳେ ସେ ତାଙ୍କୁ ଯୀଶୁଙ୍କ ବିଷୟରେ ଶିକ୍ଷାଦେଲେ, ଓ ପାଉଲ ତାହାଙ୍କୁ ପ୍ରେମ କଲେ. ଏହା ଏହିପରି ତର୍ଜମା କରାଯାଇ ପାରେ “ମୋହର ପ୍ରିୟ ପୁତ୍ର ଅନୀସିମ” କିମ୍ବା “ମୋହର ଆତ୍ମିକ ପୁତ୍ର ଅନୀସିମ.”
(ଦେଖନ୍ତୁ:ରୂପକ)
# ଯାହାର ମୁଁ ପିତା ହେଲି
ଏହା ଏହିପରି ତର୍ଜମା କରାଯାଇ ପାରେ “ଯିଏ ମୋହର ପୁତ୍ର ହୋଇଗଲେ” କିମ୍ବା “ଯିଏ ମୋ ପାଇଁ ପୁତ୍ର ସଦୃଶ ହେଲେ.” କିପରି ଅନୀସିମ ପାଉଲଙ୍କର ପୁତ୍ର ସଦୃସ ହେଲା ତାହା ସ୍ପଷ୍ଟ କରାଯାଇ ପାରେ :
“ଯିଏ ମୋହର ଆତ୍ମିକ ପୁତ୍ର ହେଲା ଯେତେବେଳେ ମୁଁ ଖ୍ରୀଷ୍ଟଙ୍କ ବିଷୟରେ ଶିକ୍ଷା ଦେଲି ଓ ତାହାପରେ ସେ ନୂଆ ଜୀବନ ପାଇଲେ.”
(ଦେଖନ୍ତୁ: ସ୍ପଷ୍ଟ ଓ ନିହିତ)
# ମୋହର ବନ୍ଧନରେ
“ମୋହର ଜଞ୍ଜିରରେ.” ଏହା ଏହିପରି ତର୍ଜମା କରାଯାଇ ପାରେ “କାରାଗାର ଥିବାବେଳେ.” ପ୍ରାୟ ସମୟରେ କାରାଗାରୀଙ୍କୁ ଜଞ୍ଜିରରେ ବନ୍ଧା ଯାଇଥାଏ. ପାଉଲ ବନ୍ଦୀରେ ଥିଲେ ଯେତେବେଳେ ସେ ଅନୀସିମଙ୍କୁ ଶିକ୍ଷା ଦେଉଥିଲେ, ସେହି ସମୟରେ ସେ କାରାଗାରରେ ଥିଲେ ଯେତେବେଳେ ସେ ସେ ଏହି ପତ୍ରଟିକୁ ଲେଖିଥିଲେ. (ଦେଖନ୍ତୁ: ଲକ୍ଷଣାଳଙ୍କର)
# ଯିଏ ଦିନେ ଲାଭ ରହିତ ଥିଲେ
ଏହାକୁ ନୂତନ ବାକ୍ୟ ରୂପରେ ଅନୁବାଦ କରାଯାଇ ପାରେ: “ଏହା ପୂର୍ବରୁ ସେ ବେକାରୀ ଥିଲେ.”
# କିନ୍ତୁ ବର୍ତମାନ୍ ସେ ଲାଭଯୁକ୍ତ ଅଟେ
“କିନ୍ତୁ ବର୍ତମାନ୍ ସେ ଉପଯୋଗୀ.” ଅନୁବାଦକ ଏକ ଫୁଟ୍‌ନୋଟ୍ ବ୍ୟବହାର କରିପାରିବେ ଯାହା କହେ“ ଅନିସିମ ନାମର ଅର୍ଥ ‘ଲାଭଦାୟକ’ କିମ୍ବା ‘ଉପଯୋଗୀ’.”
# ମୁଁ ତାଙ୍କୁ ପଠାଇଛି, ସ୍ୱୟଂ, ପୁନର୍ବାର ତୁମଠାକୁ
“ମୁଁ ପୁନର୍ବାର ଅନୀସିମଙ୍କୁ ତୁମଠାକୁ”. ହୋଇପାରେ ପାଉଲ ଅନୀସିମଙ୍କୁ ପଠାଇବା ପୂର୍ବରୁ ଏହି ପତ୍ରକୁ ଲେଖି ଅଛନ୍ତି ,
ଏହା ଏହିପରି ଅନୁବାଦ କରାଯାଇ ପାରେ “ମୁଁ ପୁନର୍ବାର ତାହାଙ୍କୁ ତୁମ୍ଭ ନିକଟକୁ ପଠାଉ ଅଛି” (UDB).
# ଯାହାଠାରେ ମୋହର ହୃଦୟ ଅଛି
ଏହିଠାରେ ଏହି ଶବ୍ଦ “ହୃଦୟ” ବ୍ୟବହାର ଯିଏ . ଏହି ବାକ୍ୟାଂଶ ଏହି ପରି ଅନୁବାଦ କରାଯାଇ ପାରେ “ମୁଁ ଯାହାକୁ ଅତିଶୟ ପ୍ରେମ କଲି.” ପାଉଲ ଅନୀସିମଙ୍କ ବିଷୟରେ କହୁଥିଲେ. (ଦେଖନ୍ତୁ: ଲକ୍ଷଣାଳଙ୍କର)
# ଯାହାକୁ ମୁଁ ନିଜ ପାଖରେ ରଖିବାକୁ ଚାହୁଁ ଥିଲି
ଏହାକୁ ନୁଆ ବାକ୍ୟରେ ଏହିପରି ତର୍ଜମା କରାଯାଇ ପାରେ:
“ମୁଁ ତାହାଙ୍କୁ ନିଜ ପାଖରେ ରଖିଥାନ୍ତି.”
# ତୁମ ବଦଳରେ ସେ ମୋତେ ସାହାଯ୍ୟ କରିବେ
“ଯେହେତୁ ତୁମ୍ଭେ ଏହି ସ୍ଥାନରେ ନଥିବ, ସେ ମୋତେ ସାହାଯ୍ୟ କରିପାରନ୍ତି.” ଏହାକୁ ମଧ୍ୟ ନୁଆ ବାକ୍ୟରେ ଏହିପରି ତର୍ଜମା କରାଯାଇ ପାରେ:ତୁମ୍ଭ ସ୍ଥାନରେ ସେ ମୋତେ ସାହାଯ୍ୟ କରିବେ.“
# ଯେ ମୁଁ ବନ୍ଧନରେ ଅଛି
ଏହାକୁ ଏହିପରି ତର୍ଜମା କରାଯାଇ ପାରେ “ଯେତେବେଳେ ମୁଁ ବନ୍ଦୀଶାଳା ଅଛି” କିମ୍ବା “କାରଣ ମୁଁ ବନ୍ଦିତ୍ଵରେ ଅଛି.”
# ସୁସମାଚାର ପାଇଁ
ଏହାକୁ ଏଠାରେ ଏହିପରି ତର୍ଜମା କରାଯାଇ ପାରେ “କାରଣ ମୁଁ ସୁସମଚାର ପ୍ରଚାର କରିଅଛି .”