Door43-Catalog_or_tn/MAT/12/07.md

11 lines
1.2 KiB
Markdown
Raw Permalink Normal View History

2018-01-11 01:51:28 +00:00
ଯୀଶୁ ଶିଷ୍ୟମାନଙ୍କୁ ପ୍ରତିରକ୍ଷା କରନ୍ତି ଯେତେବେଳେ ଫାରୁଶିୟମାନେ ସେମାନଙ୍କୁ ତ୍ରୁଟି ଦେଖାଇ କହିଲେ ଯେ ସେମାନଙ୍କ ଭୋକକୁ ମେଣ୍ଟାଇବା ପାଇଁ ବିଶ୍ରାମ ଦିନରେ ଶସ୍ୟର ଶୀଷାଁ ଛିଣ୍ଡାଇ ଖାଇବାକୁ ଲାଗିଲେ
#. ଯଦି ତୁମ୍ଭେମାନେ ଜାଣିଥାଆନ୍ତ
"ତୁମ୍ଭେମାନେ ଜାଣ ନାହିଁ"
#. ତୁମ୍ଭେମାନେ...ତୁମ୍ଭେମାନେ
ଫାରୁଶିୟମାନେ
#. ମୁଁ ଦୟା ଇଚ୍ଛା କରେ କିନ୍ତୁ ବଳିଦାନ ନୁହେଁ
ବଳିଦାନଗୁଡିକ ଭଲ ଅଟେ, କିନ୍ତୁ ଦୟା ଉତ୍ତମ ଅଟେ (ଦେଖନ୍ତୁ:ଅତ୍ୟୁକ୍ତି ଭାବ)
#. ଏହାର ଅର୍ଥ କ'ଣ ଅଟେ
"ଈଶ୍ଵର ଶାସ୍ତ୍ରରେ କ'ଣ କହିଲେ"
#. ମୁଁ ଇଚ୍ଛା କରେ
"ମୁଁ" ସର୍ବନାମଟି ଈଶ୍ଵରଙ୍କୁ ସୁଚାଏ