Door43-Catalog_or_tn/MAT/03/10.md

22 lines
5.2 KiB
Markdown
Raw Permalink Normal View History

2018-01-11 01:51:28 +00:00
ଯୋହନ ପ୍ରଚାର କରି ଅସୁଅଛନ୍ତି ।
#. ପୁର୍ବରୁ କୁରାଢୀ ବୃକ୍ଷର ଚେର ବିରୁଦ୍ଧରେ ରଖାଯାଇଅଛି ଯେଉଁଦ୍ଵାରା ପ୍ରତ୍ୟେକ ବୃକ୍ଷ ଭଲ ଫଳ ଦିଏ ନାହିଁ ହଣାଯିବ ଏବଂ ନିଆଁରେ ପକାଯିବ ।
ଏହା ଏକ ରୁପକ ଅର୍ଥ ଅଟେ "ଯଦି ଆପଣ ଆପଣଙ୍କ ପାପରୁ ନ ଫେର, ତାହାହେଲେ ଈଶ୍ଵର ତୁମ୍ଭମାନଙ୍କୁ ଦଣ୍ଡ ଦେବାକୁ ପ୍ରସ୍ତୁତ ଅଟନ୍ତି ଯେପରି ଏକ ବ୍ୟକ୍ତି ଯିଏ ତାହାର କୁରାଢୀ ଏକ ବୃକ୍ଷର ଚେରରେ ରଖେ ଏବଂ କାଟିବାକୁ ପ୍ରସ୍ତୁତ ଅଟେ ।" (ଦେଖନ୍ତୁ :ରୁପକ)
#. ମୁଁ ତୁମ୍ଭମାନଙ୍କୁ ବାପ୍ତିସ୍ମ ଦିଏ
ଯୋହନ ମନପରିବର୍ତ୍ତନ କରିଥିବା ଲୋକମାନଙ୍କୁ ବାପ୍ତିସ୍ମ ଦେଉଛନ୍ତି ।
# ମାତ୍ର ଯିଏ ମୋ ଉତ୍ତାରେ ଆସୁଅଛି
ଯୀଶୁ ସେହି ବ୍ୟକ୍ତି ଅଟନ୍ତି ଯିଏ ଯୋହନଙ୍କ ପରେ ଆସନ୍ତି ।
#. ସେ ତୁମ୍ଭମାନଙ୍କୁ ପବିତ୍ରଆତ୍ମା ଏବଂ ଅଗ୍ନିରେ ବାପ୍ତିସ୍ମ ଦେବେ
ଏହା ଏକ ରୁପକ ଅର୍ଥ ଅଟେ "ଈଶ୍ଵର ତୁମ୍ଭମାନଙ୍କ ଅନ୍ତରରେ ପବିତ୍ରଆତ୍ମା ଢାଳିବେ ଏବଂ ବିଚାର ନିମନ୍ତେ ଅଗ୍ନି ମଧ୍ୟଦେଇ ଗମନ କରାଇବେ ଏବଂ ସେମାନଙ୍କୁ ପବିତ୍ର କରିବେ ଯେଉଁମାନେ ଈଶ୍ଵରଙ୍କ ରାଜ୍ୟରେ ପ୍ରବେଶ କରିବେ" (ଦେଖନ୍ତୁ:ରୁପକ)
#. ସେ ତୁମ୍ଭମାନଙ୍କୁ ବାପ୍ତିସ୍ମ ଦେବେ
ଯୀଶୁ ତୁମ୍ଭମାନଙ୍କୁ ବାପ୍ତିସ୍ମ ଦେବେ ।
#. ତାହାଙ୍କ କୁଲା ତାହାଙ୍କ ହାତରେ ଅଛି ଯାହା ଦ୍ଵାରା ଆପଣା ଖଳା ଉତ୍ତମ ରୁପେ ପରିଷ୍କାର କରିବେ
ଏହି ରୁପକ ଖ୍ରୀଷ୍ଟ ବ୍ୟବହାର କରୁଥିବା ପ୍ରକ୍ରିୟାକୁ ସୁଚାଏ ଯାହା ଅଧାର୍ମିକ ଲୋକମାନଙ୍କଠାରୁ ଧାର୍ମିକ ଲୋକମାନଙ୍କୁ ପୃଥକ୍ କରାଯିବ ଯେପରି ଏକ ବ୍ୟକ୍ତି ଗହମକୁ ଅଗାଡିରୁ ପୃଥକ୍ କରିଥାଏ । ଏହାକୁ ଏପରି ଅନୁବାଦ କରାଯାଇପାରେ
ଏକ ତୁଳନାତ୍ମକ ଭାବ ସଂଯୋଗକୁ ସ୍ପଷ୍ଟ କରିଥାଏ: "ଖ୍ରୀଷ୍ଟ ଏକ ବ୍ୟକ୍ତି ପରି ଅଟନ୍ତି ଯାହାର କୁଲା ତାଙ୍କର ହାତରେ ଅଛି" । (ଦେଖନ୍ତୁ:ତୁଳନାତ୍ମକ ବ୍ୟବହାର)
#. ତାଙ୍କର କୁଲା ତାଙ୍କର ହାତରେ ଅଛି
ବିକଳ୍ପ ଅନୁବାଦ: "ଖ୍ରୀଷ୍ଟ କୁଲାକୁ ଧରିଛନ୍ତି କାରଣ ସେ ପ୍ରସ୍ତୁତ ଅଛନ୍ତି ।"
#. କୁଲା ଉପକରଣ
ଏହା ଏକ ଉପକରଣ ଅଟେ ଗହମକୁ ଅଗାଡିରୁ ପୃଥକ୍ କରିବା ପାଇଁ ବାୟୁରେ ପାଛୁଡାଯାଏ । ଓଜନିଆ ଗହମ ତଳକୁ ପଡେ ଏବଂ ଅଗାଡି ପବନ ଦ୍ଵାରା ଉଡିଯାଏ ।ଏହା କୃଷି ଉପକରଣ ପରି ଅଟେ ।
#. ତାଙ୍କର ଖଳା
ଏହା ଏକ ସ୍ଥାନ ଅଟେ ଯେଉଁଠାରେ ଲୋକମାନେ ଶଷ୍ୟ ଏବଂ ଅଗାଡିକୁ ପୃଥକ୍ କରନ୍ତି ।ବିକଳ୍ପ ଅନୁବାଦ: “ତାହାଙ୍କ ଖଳା” କିମ୍ବା “ଏକ ସ୍ଥାନ ଯେଉଁଠାରେ ସେ ଗହମକୁ ଅଗାଡିରୁ ପୃଥକ୍ କରନ୍ତି ।”
#. ତାହାଙ୍କ ଗହମକୁ ଅମାରରେ ସଂଗ୍ରହ କରନ୍ତି....... ଅଗାଡିଯାକ ଅନିର୍ବାଣ ଅଗ୍ନିରେ ପୋଡିପକାନ୍ତି ଯାହା କେବେ ହେଲେ ଲିଭିବ ନାହିଁ ।
ଏହା ଏକ ରୁପକ ଅଟେ ଏବଂ ଏହା ଦେଖାଏ ଯେ କିପରି ଈଶ୍ଵର ଧାର୍ମିକ ଲୋକମାନଙ୍କୁ ମନ୍ଦ ଲୋକମାନଙ୍କ ଠାରୁ ପୃଥକ୍ କରନ୍ତି ଧାର୍ମିକ ଲୋକମାନେ ସ୍ଵର୍ଗକୁ ଯିବେ ଯେପରି ଗହମ କୃଷକର ଭଣ୍ଡାରକୁ ଯାଏ, ଏବଂ ଈଶ୍ଵର ଲୋକମାନଙ୍କୁ ଅନିର୍ବାଣ ଅଗାଡି ପରି ପୋଡିପକାଇବେ ଯାହା କେବେହେଲେ ଲିଭିବ ନାହିଁ (ଦେଖନ୍ତୁ :ରୁପକ)