Door43-Catalog_or_tn/JUD/01/12.md

31 lines
4.3 KiB
Markdown
Raw Permalink Normal View History

2018-01-11 01:51:28 +00:00
ଯିହୂଦାଙ୍କ ଗୋଟିଏ ତୁଳନାତ୍ମକ ରୂପରେ ଶୃଙ୍ଖଳା କ୍ରମାଗତ ସହ ରହିଅଛି
# ଏହି ଲୋକମାନେ
“ଏହି ଲୋକମାନେ" ଅର୍ଥାତ୍ ଧର୍ମଭ୍ରଷ୍ଟ ଲୋକମାନଙ୍କୁ ବୁଝାଏ |
# କେଉଁ ଲୁଚିଥିଵା ପ୍ରବାଳ ଶ୍ରେଣୀ
ପାଣିର ତଳେ ଚଟାଣ ପରି ରହନ୍ତି ଯାହା କି ଜାହାଜ ଡୁବିବା ପାଇଁ ବିପଦ ଥାଏ ସେହିପରି ଏହିଲୋକ ମାନେବିଶ୍ୱାସୀମାନଙ୍କ ପ୍ରତି ବିପଦ ଅଟନ୍ତି“ ଅନ୍ୟ ଭାଷାନ୍ତରରେ : କିଏ ସେହି ବିପଦଜନକ ଚଟାଣ ପରି ତଳେ ଲୁଚି ଅଛି | (ଦେଖ: ତୁଳନାତ୍ମକ)
# ତୁମ୍ଭ ପ୍ରେମ ଭୋଜିରେ,ଯେବେ ସେମାନେ ଆପଣଙ୍କ ସହ ଭୋଜନ କରନ୍ତି
" ଆପଣଙ୍କ ସହଭାଗିତା ଭୋଜିରେ ଖାଆନ୍ତି. ଯେତେବେ ସେ ଅପଣଙ୍କ ସହ ଭୋଜନ କରନ୍ତି
# ପାଣି ବିନା ବାଦଲ
ବାଦଲ କିପରି ଉଦ୍ୟାନରେ ପାଣି ପ୍ରଦାନ କରେନାହିଁ, ସେହିପରି ଏହି ଲୋକମାନେ ,ବିଶ୍ୱାସୀମାନଙ୍କ ପାଇଁ ଯତ୍ନ ନିଅନ୍ତି ନାହିଁ | (ଦେଖ: ତୁଳନାତ୍ମକ)
# ଶରତ ଋତୁରେ ଗଛ ବିନା ଫଳ
କିଛି ଗଛ ଗ୍ରୀଷ୍ମର ଶେଷରେ ଫଳ ଉପୁଜାନ୍ତି ନାହିଁ|
ତେଣୁ ଏହି ଧର୍ମଭ୍ରଷ୍ଟ ଲୋକମାନଙ୍କ ଧାର୍ମିକତାର ବିଶ୍ୱାସ ଓ କର୍ମଗୁଡିକ ନ ଥାଏ |(ଦେଖନ୍ତୁ: ତୁଳନାତ୍ମକ)
# ଫଳ ବିନା ଦୁଇ ଥର ମୃତ,
ଗଛପରି ଦୁଇଥର ମୃତ ହୋଇଛନ୍ତି ଯେପରି କାକର ଫଳ ଉତ୍ପନ କରେ ନାହିଁ ସେହିପରି ଧର୍ମଭ୍ରଷ୍ଟ ଲୋକମାନଙ୍କ ଅର୍ଥ ନ ଥାଏ ଓ ସେମାନଙ୍କ ଜୀବନ ଧାରଣର କିଛି ମାନେ ନ ଥାଏ |(ଦେଖ: ତୁଳନାତ୍ମକ)
# ମୂଳ ଦ୍ୱାରା ଉପୁଡା ଯିବ
ଗଛପରି ପୁରାପୁରି ମୂଳ ଜମିରୂ ସମ୍ପୁର୍ଣ୍ଣ ବାହାର କରାଯାଇଛି, ସେହିପରି ଧର୍ମଭ୍ରଷ୍ଟ ଲୋକମାନଙ୍କୁ ପରମେଶ୍ୱରଙ୍କ ଜୀବନର ସ୍ରୋତରୁ ସେମାନଙ୍କୁ ଅଲଗା କରାଯାଇଅଛି |
# ସମୁଦ୍ରର ବିଶୃଙ୍ଖଳ ତରଙ୍ଗ
ସମୁଦ୍ରର ଉତ୍ତାଳ ଲହରୀ ଯେପରି ଗୋଟିଏ ପ୍ରବଳ ପବନରେ ଉଡୁଛି ,ସେପରି ଧର୍ମଭ୍ରଷ୍ଟ ଲୋକମାନଙ୍କର କଠୋର ମୂଳଦୁଆ ବିଶ୍ୱାସରେ ଦୃଢ ନ ଥାଏ ଓ ସହଜରେ ଅନ୍ୟ ଦିଗକୁ ବାହି ନେଇଯାଏ (ଦେଖ: ତୁଳନାତ୍ମକ)
# ଫେଣ ସ୍ଵରୂପ ନିଜର ଗୋଟିଏ ଲାଜର କଥା ବାହାରି ଥାଏ
ପବନ ରୁପରେ ବିଶୃଙ୍ଖଳ ଲହରୀ ମଇଳା ପାଣିକୁ ହଲଚଲ କରି ଉପରକୁ ଉଠାଏ ,ତେବେ ଏହି ଲୋକମାନଙ୍କ ତାଙ୍କର ମିଛ ଅଧ୍ୟାପନା ଓ ନିଜର କାର୍ଯ୍ୟ ମାଧ୍ୟମରେ ଲାଜରେ ପୋତି ହୁଅନ୍ତି |
# ବୁଲୁଥିବା ତାରାମାନେ ଯାହାର ଅନ୍ଧାକାରରେ ସବୁଦିନ ପାଇଁ ଅନ୍ଧାର କରାଯାଇଛି
ସେହିପରି କିଛି ତାରାମାନେ ଅପ୍ରତ୍ୟାଶିତ ଦିଗରେ ଘୁରିବୁଲନ୍ତି ସେହିପରି ତୁମ୍ଭେ ଏହି ଲୋକୋମନଙ୍କ ପଥ ଅନୁକରଣ କରିବା ଉଚିତ୍ ନୁହେଁ | (ଦେଖ: ତୁଳନାତ୍ମକ)