Door43-Catalog_or_tn/2TI/03/05.md

29 lines
3.7 KiB
Markdown
Raw Permalink Normal View History

2018-01-11 01:51:28 +00:00
# ଧର୍ମପରାୟଣର ଏକ ଗଠନ ଥାଉ
"ଧର୍ମନିଷ୍ଠ ଦେଖାଯିବା" କିମ୍ବା "ଧାର୍ମିକ ଦେଖାଯିବା" କିମ୍ବା "ଉତ୍ତମ ଦେଖାଯିବା"
# ସେମାନେ ଏହାର ଶକ୍ତିକୁ ଅସ୍ବୀକାର କରିବେ
ସମ୍ଭାବନ ଅର୍ଥଗୁଡିକ ୧) ସେମାନେ ଶକ୍ତି ଗ୍ରହଣ କରିବାକୁ ଅଗ୍ରାହ୍ୟ କରିବେ ଯାହା ଈଶ୍ଵର ପ୍ରକୃତରେ ସେମାନଙ୍କୁ ଦେବାକୁ ଚାହାନ୍ତି" (UDB) କିମ୍ବା ) "ଧର୍ମପରାୟଣର ପ୍ରମାଣ ସେମାନଙ୍କ ଜୀବନ ଦେଖାଇବ ନାହିଁ ଯାହା ସେମାନେ କହନ୍ତି ଯେ ସେମାନଙ୍କଠାରେ ଅଛି ବୋଲି ।"
# ଠାରୁ ବୁଲି ପଡନ୍ତି
"ଅଗ୍ରାହ୍ୟ କରନ୍ତି"
# କିଏ ଭିତରକୁ ପ୍ରବେଶ କରନ୍ତି
"କିଏ ଗୋପନରେ ଭିତରକୁ"
# ପରିବାରଗୁଡିକ
ସମ୍ଭାବନା ଅର୍ଥଗୁଡିକ ୧) "ପରିବାରଗୁଡିକ" କିମ୍ବା "ଗୃହରେ ରହୁଥିବା ପରିବାର" କିମ୍ବା ) ଶାରୀରିକ "ଗୃହଗୁଡିକ" (UDB)
# ବଶୀଭୁତ କରିବା
"ପ୍ରଭାବ କରିବାକୁ ଶକ୍ତି ଥିବା"
# ନିର୍ବୋଧ ସ୍ତ୍ରୀଲୋକମାନେ
"ସ୍ତ୍ରୀଲୋକମାନେ ଯେଉଁମାନେ ଆତ୍ମିକ ଭାବରେ ଦୁର୍ବଳ ଅଟନ୍ତି ।" ଏହା ହୋଇପାରେ ଯେହେତୁ ସେମାନେ ଧାର୍ମିକ ହେବାକୁ କାର୍ଯ୍ୟ କରିବାକୁ ହାରନ୍ତି କିମ୍ବା ଯେହେତୁ ସେମାନେ ଅଳସୁଆ ଅଟନ୍ତି କିମ୍ବା ଯେହେତୁ ସେମାନେ "ପାପ ଦ୍ଵାରା ଅଭିଭୁତ ହୁଅନ୍ତି ।"
# ଯେଉଁମାନେ ପାପ ଦ୍ଵାରା ଅଭିଭୂତ ହୁଅନ୍ତି
ସମ୍ଭାବନା ଅର୍ଥଗୁଡିକ ୧) "ପ୍ରଚୁର ପାପ ଦ୍ଵାରା ଯେଉଁମାନେ ପରାସ୍ତ ହୁଅନ୍ତି" କିମ୍ବା ) "ଯେ ବାରମ୍ବାର ପାପ କରେ ।" ଧାରଣା ଏହା ଅଟେ ଯେ ସେମାନେ ପାପ କରିବାଠାରୁ ନିଜକୁ ରଖିବାକୁ ଅକ୍ଷମ ଅଟନ୍ତି ।
# କେଉଁମାନେ ... ବିଭିନ୍ନ ଅଭିଳାଷା ଦ୍ଵାରା ଦୁରକୁ ଚାଳିତ ହେଲେ
ଏହା ଅଲଗା ବାକ୍ୟରୂପେ ଅନୁବାଦ ହୋଇପାରେ: "ଏହି ସ୍ତ୍ରୀମାନେ ଅନେକ ବିଷୟଗୁଡିକୁ ଅତ୍ୟଧିକ ଚାହାନ୍ତି ଯେ ସେମାନେ ଖ୍ରୀଷ୍ଟଙ୍କୁ ମାନିବା ବନ୍ଦ କରନ୍ତି" କିମ୍ବା "ଏହି ସ୍ତ୍ରୀମାନେ ଖ୍ରୀଷ୍ଟଙ୍କୁ ମାନିବା ବନ୍ଦ କରନ୍ତି ପୁଣି ସେମାନେ ଚାହିଁବା ଅନେକ ବିଷୟ ପଛରେ ଯାଆନ୍ତି ।"
# ଜ୍ଞାନ
ଏହି ଶବ୍ଦର ଅର୍ଥ ଏହା ଯେତେବେଳେ ତୁମ୍ଭେମାନେ ଯତ୍ନ ସହକାରେ ଅନେକ ସମୟ ଧରି ସେମାନଙ୍କୁ ନିରୀକ୍ଷଣ କର ତହିରେ ତୁମ୍ଭେମାନେ ଯାହା ସେହି ବ୍ୟକ୍ତି ବିଷୟରେ ଜାଣ ।