or_tn/php/02/25.md

1.4 KiB

Epaphroditus

ଏହା ଜଣେ ବ୍ୟକ୍ତିର ନାମ, ଯାହାଙ୍କୁ ଫିଲିପ୍ପୀୟ ମଣ୍ଡଳୀ ବନ୍ଦୀରେ ଥିବା ସମୟରେ ପାଉଲଙ୍କର ସେବା କରିବାକୁ ପଠାଇଥିଲେ I (ଦେଖ: rc://*/ta/man/translate/translate-names)

fellow worker and fellow soldier

ଏଠାରେ ପାଉଲ ଏପାଫ୍ରଦିତଙ୍କ ବିଷୟରେ କହୁଛନ୍ତି ଯେପରି ସେ ଜଣେ ସୈନିକ ଥିଲେ I ସେ କହିବାର ଅର୍ଥ ଯେ ଯେତେ କଠୋର ଦୁଃଖଭୋଗ କରିବାକୁ ଥିଲେ ମଧ୍ୟ ସେ ଈଶ୍ବରଙ୍କ ସେବା କରିବାକୁ ତାଲିମପ୍ରାପ୍ତ ଓ ଉତ୍ସର୍ଗୀକୃତ ଅଟନ୍ତି I ଅନ୍ୟ ଏକ ଅନୁବାଦରେ: “ଜଣେ ସହବିଶ୍ବାସୀ ଯେ ଆମ୍ଭମାନଙ୍କ ସହିତ କାର୍ଯ୍ୟ କରି ସଂଘର୍ଷ କରୁ ଅଛନ୍ତି”(ଦେଖ: rc://*/ta/man/translate/figs-metaphor)

your messenger and servant for my needs

ଯେ ତୁମ୍ଭମାନଙ୍କ ବାର୍ତ୍ତା ମୋ ନିକଟକୁ ସମ୍ବାଦ ଆଣନ୍ତି ଓ ମୋହର ପ୍ରୟୋଜନ ସମୟରେ ସାହାଯ୍ୟ କରନ୍ତି