or_tn/php/01/18.md

16 lines
1.8 KiB
Markdown
Raw Blame History

This file contains ambiguous Unicode characters

This file contains Unicode characters that might be confused with other characters. If you think that this is intentional, you can safely ignore this warning. Use the Escape button to reveal them.

# What then?
ପାଉଲ [ଫିଲିପ୍ପୀୟ୧୫-୧୭](./15.md)ରେ ଉଲ୍ଲେଖ କରିଥିବା ପରିସ୍ଥିତି ସମ୍ବନ୍ଧରେ ସେ କିପରି ଅନୁଭବ କରୁଛନ୍ତି, ତାହା କହିବା ନିମନ୍ତେ ଏହି ପ୍ରଶ୍ନ ବ୍ୟବହାର କରୁଛନ୍ତି I ସମ୍ଭାବିତ ଅର୍ଥଗୁଡିକ ୧) ଏହା ଏକ ରୂଢ଼ି ଅଟେ ଯାହାର ଅର୍ଥ “ସେଥିରେ ବା କ’ଣ ଅଛି I” କିମ୍ବା ) “ଏ ବିଷୟରେ କି ମୁଁ ଚିନ୍ତା କରିବି ? ଶବ୍ଦସମୁହ ଏହି ପ୍ରଶ୍ନର ଅଂଶଭାବରେ ବୁଝି ହୁଏ I ଅନ୍ୟ ଏକ ଅନୁବାଦରେ: “ତେବେ ମୁଁ ଏ ବିଷୟରେ କଅଣ ଚିନ୍ତା କରିବି ?” କିମ୍ବା “ମୁଁ ଏ ବିଷୟରେ ଅପରି ଚିନ୍ତା କରେ” (ଦେଖ: [[rc://*/ta/man/translate/figs-rquestion]] ଓ [[rc://*/ta/man/translate/figs-ellipsis]])
# Only that in every way—whether from false motives or from true—Christ is proclaimed
ଯେତେ ଦିନ ପର୍ଯ୍ୟନ୍ତ ଲୋକମାନେ ଖ୍ରୀଷ୍ଟଙ୍କ ବିଷୟରେ ପ୍ରଚାର କରୁଛନ୍ତି, ଏଥିରେ କିଛି ଯାଏ ଆସେ ନାହିଁ ଯଦି ସେମାନେ ଏହାକୁ ଭଲ କିମ୍ବା ମନ୍ଦ ନିମନ୍ତେ ତାହା କରୁଅଛନ୍ତି
# in this I rejoice
ମୁଁ ଆନନ୍ଦିତ ଅଟେ କାରଣ ଲୋକେ ଯୀଶୁଙ୍କ ବିଷୟ ପ୍ରଚାର କରୁଛନ୍ତି
# I will rejoice
ମୁଁ ଉଲ୍ଲାସ କରିବି କିମ୍ବା “ମୁଁ ଆନନ୍ଦ କରିବି”