983 B
983 B
For the one who said
ଏହା ଈଶ୍ବରଙ୍କୁ ବୁଝାଏ, ଯେ ମୋଶାଙ୍କୁ ବ୍ୟବସ୍ଥା ଦେଇଥିଲେ ।
Do not commit
“ସମର୍ପିତ” ହେବା ଗୋଟିଏ କାର୍ଯ୍ୟ କରିବା ନିମନ୍ତେ ଅଟେ ।
If you ... but if you ... you have
ଏଠାରେ “ତୁମ୍ମେମାନେ”ର ଅର୍ଥ “ତୁମମାନଙ୍କ ମଧ୍ୟରୁ ପ୍ରତ୍ୟେକ ଜଣ ।” ଯଦିଓ ଯାକୁବ ଅନେକ ଯିହୁଦୀ ବିଶ୍ବାସୀମାନଙ୍କ ନିକଟକୁ ଲେଖୁଥିଲେ, ଏହି ଘଟଣାରେ, ସେ ଏକବଚନ ଆକାର ବ୍ୟବହାର କରିଛନ୍ତି ଯେପରି ସେ ପ୍ରତ୍ୟେକ ବ୍ୟକ୍ତିମାନଙ୍କୁ ବ୍ୟକ୍ତିଗତଭାବରେ ଲେଖୁଥିଲେ । (ଦେଖ: rc://*/ta/man/translate/figs-you)