or_tn/1ti/05/18.md

1.8 KiB

For the scripture says

ଏହା ବ୍ୟକ୍ତିରୂପଧାରଣ ଯାହାର ଅର୍ଥ ଏହି ଯେ କେହି ଜଣେ ଶାସ୍ତ୍ରରେ ଏହି ପ୍ରକାର ଲେଖିଛନ୍ତି I ବିକଳ୍ପ ଅନୁବାଦ: “କାରଣ ଆମ୍ଭେମାନେ ଶାସ୍ତ୍ରରେ ପାଠ କରୁ ଯେ” (ଦେଖ: rc://*/ta/man/translate/figs-personification)

You shall not put a muzzle on an ox while it treads the grain

ପାଉଲ ଏହି ଉଦ୍ଧୃତିକୁ ଗୋଟିଏ ରୂପକଭାବରେ ବ୍ୟବହାର କରୁଛନ୍ତି ଯାହାର ଅର୍ଥ ମଣ୍ଡଳୀର ନେତାମାନେ ସେମାନଙ୍କର କାର୍ଯ୍ୟପାଇଁ ଖ୍ରୀଷ୍ଟିୟ ସମ୍ପ୍ରଦାୟଠାରୁ ବେତନ ପାଇବାକୁ ଯୋଗ୍ୟ ଅଟନ୍ତି I (ଦେଖ: rc://*/ta/man/translate/figs-metaphor)

muzzle

ଗୋଟିଏ ତୁଣ୍ଡି ଯାହା କୌଣସି ପଶୁର ନାକ ଓ ମୁହଁରେ ଦିଆଯାଏ, ଯେପରି କାର୍ଯ୍ୟକଲା ବେଳେ ସେ କିଛି ଖାଇପାରିବ ନାହିଁ (ଦେଖ: rc://*/ta/man/translate/translate-unknown)

treads the grain

ଆଉ ବଳଦଟି “ଶସ୍ୟ ଉପରେ ମାଡ଼େ” ଯେତେବେଳେ ଶସ୍ୟର ଶିଁଷାରୁ ଶସ୍ୟ ଦାନାକୁ ଅଲଗା କରିବାପାଇଁ ଏହା ବେଙ୍ଗଳା ଉପରେ ଚାଲେ ବା ଏହା ଉପରେ କୌଣସି ଭାରୀ ପଦାର୍ଥକୁ ଟାଣିଥାଏ I କାର୍ଯ୍ୟ କରିବା ସମୟରେ ବଳଦକୁ କିଛି ଦାନା ଖାଇବାକୁ ଦିଆଯାଏ I

is worthy of

ଯୋଗ୍ୟ