or_tn/1ti/05/17.md

1.6 KiB
Raw Blame History

Connecting Statement:

ପାଉଲ ପୁନର୍ବାର କହୁଛନ୍ତି ଯେ ପ୍ରାଚୀନ (ଅଧ୍ୟକ୍ଷ) ମାନଙ୍କ ସହିତ କିପରି ବ୍ୟବହାର କରାଯିବା ଉଚିତ ଓ ତା’ପରେ ତୀମଥିଙ୍କୁ କେତେକ ବ୍ୟକ୍ତିଗତ ପରାମର୍ଶ ଦେଉଛନ୍ତି I

Let the elders who rule well be considered worthy

ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ସମସ୍ତ ବିଶ୍ବାସୀମାନେ ପ୍ରାଚୀନମାନଙ୍କୁ, ଯେଉଁମାନେ ଉତ୍ତମ ନେତା ହୋଇଥିବେ, ଯୋଗ୍ୟ ବିବେଚନା କରିବା ଉଚିତ” (ଦେଖ: rc://*/ta/man/translate/figs-activepassive)

double honor

ସମ୍ଭାବିତ ଅର୍ଥଗୁଡିକ ହେଲା ୧) “ସମାଦର ଓ ବେତନ” କିମ୍ବା ) “ଅନ୍ୟମାନଙ୍କ ଅପେକ୍ଷା ଅଧିକ ସମାଦର”

those who work with the word and in teaching

ବାକ୍ୟ ବିଷୟରେ ପାଉଲ କହନ୍ତି ଯେ ସତେ ଯେପରି ଏହା ଗୋଟିଏ ପଦାର୍ଥ, ଯାହା ଦ୍ବାରା ଜଣେ କାର୍ଯ୍ୟ କରିପାରିବ I ବିକଳ୍ପ ଅନୁବାଦ: “ଯେଉଁମାନେ ଈଶ୍ବରଙ୍କ ବାକ୍ୟ ପ୍ରଚାର କରନ୍ତି ଓ ଶିକ୍ଷା ଦିଅନ୍ତି” (ଦେଖ: rc://*/ta/man/translate/figs-metaphor)