or_tn/1ti/05/13.md

1.1 KiB

learn to be lazy

କୌଣସି କାର୍ଯ୍ୟ ନ କରିବାର ଅଭ୍ୟାସରେ ପଡନ୍ତି

talk nonsense and are busybodies, saying things they should not say

ଏହି ତିନୋଟି ବାକ୍ୟାଂଶରେ ସମ୍ଭବତଃ ସମାନ କାର୍ଯ୍ୟକୁ ତିନି ପ୍ରକାରେ କୁହାଯାଇଛି I ଏହି ଲୋକମାନେ ଅନ୍ୟମାନଙ୍କର ବ୍ୟକ୍ତିଗତ ଜୀବନକୁ ଦେଖିବା ଓ ଯେଉଁମାନେ ସେସବୁ ଶୁଣି ଉପକାର ପାଇବେ ନାହିଁ, ସେମାନଙ୍କୁ କହିବା ଉଚିତ ନୁହେଁ I

nonsense

ଯେଉଁମାନେ ସେଗୁଡିକ ଶୁଣିବେ, ସେମାନଙ୍କ ଉପକାରରେ ଆସୁ ନ ଥିବା ବାକ୍ୟ

busybodies

ଅନ୍ୟ ଲୋକମାନଙ୍କ ଭଲପାଇଁ ନୁହେଁ, କିନ୍ତୁ ସେମାନଙ୍କ ନିଜର ଭଲପାଇଁ ଅନ୍ୟ ଲୋକମାନଙ୍କର ବ୍ୟକ୍ତିଗତ ଜୀବନକୁ ଦେଖୁଥିବା ଲୋକମାନେ