or_tn/1ti/05/09.md

12 lines
1.5 KiB
Markdown
Raw Blame History

This file contains ambiguous Unicode characters

This file contains Unicode characters that might be confused with other characters. If you think that this is intentional, you can safely ignore this warning. Use the Escape button to reveal them.

# be enrolled as a widow
ଜଣାପଡୁଛି, ଲିଖିତ ହେଉ ବା ନ ହେଉ, ବିଧବାମାନଙ୍କର ଗୋଟିଏ ତାଲିକା ଥିଲା I ମଣ୍ଡଳୀର ସଦସ୍ୟମାନେ ଏହି ସ୍ତ୍ରୀ ଲୋକମାନଙ୍କ ଆଶ୍ରୟ, ବସ୍ତ୍ର ଓ ଖାଦ୍ୟର ଆବଶ୍ୟକତା ପୂର୍ଣ୍ଣ କରୁଥିଲେ ଓ ଏହି ସ୍ତ୍ରୀ ଲୋକମାନେ ଖ୍ରୀଷ୍ଟିୟ ସମ୍ପ୍ରଦାୟର ସେବାରେ ଜୀବନ କାଟିବା ଆଶା କରାଯାଉଥିଲା I
# who is not younger than sixty
ପାଉଲ ୫:୧୧-୧୬ ରେ ବୁଝାଇଥିବା ପ୍ରକାରେ, ୬୦ ବର୍ଷରୁ କମ୍ ବୟସର ବିଧବାମାନେ ପୁନର୍ବିବାହ କରିପାରିବେ I ଅତଏବ, ଖ୍ରୀଷ୍ଟିୟ ସମ୍ପ୍ରଦାୟ କେବଳ ୬୦ ବର୍ଷରୁ ଅଧିକ ବୟସର ବିଧବାମାନଙ୍କର ଯତ୍ନ ନେବେ I (ଦେଖ: [[rc://*/ta/man/translate/translate-numbers]])
# a wife of one husband
ସମ୍ଭାବିତ ଅର୍ଥଗୁଡିକ ହେଲା ୧) ସେ ସର୍ବଦା ଆପଣା ସ୍ବାମୀ ପ୍ରତି ବିଶ୍ବସ୍ତ ରହିଛି କିମ୍ବା ) ସେ ଆପଣା ସ୍ବାମୀକୁ ଛାଡପତ୍ର ଦେଇ ଅନ୍ୟ ଜଣେ ପୁରୁଷକୁ ବିବାହ କରିନାହିଁ I