974 B
974 B
as mothers ... as sisters
ପାଉଲ ଏହି ଉପମାଗୁଡିକ ବ୍ୟବହାରକରି ତୀମଥିଙ୍କୁ କହୁଛନ୍ତି ଯେ ସେ ସହବିଶ୍ବାସୀମାନଙ୍କୁ ନିଷ୍କପଟ ପ୍ରେମ ଓ ସମ୍ମାନର ସହିତ ବ୍ୟବହାର କରିବା ଉଚିତ I (ଦେଖ: rc://*/ta/man/translate/figs-simile)
younger women
ବୁଝିହେଉଥିବା ସୂଚନାକୁ ତୁମେ ସ୍ପଷ୍ଟଭାବରେ କହି ପାରିବ I ବିକଳ୍ପ ଅନୁବାଦ: “ଯୁବତୀମାନଙ୍କୁ ଉପଦେଶ ଦିଅ” କିମ୍ବା “ଯୁବତୀମାନଙ୍କୁ ଉତ୍ସାହ ଦିଅ” (ଦେଖ: rc://*/ta/man/translate/figs-ellipsis)
in all purity
ଶୁଦ୍ଧ ଚିନ୍ତା ଓ କାର୍ଯ୍ୟ ଦ୍ବାରା କିମ୍ବା “ପବିତ୍ର ଭାବରେ”