or_tn/1ti/01/17.md

12 lines
1.3 KiB
Markdown

# Now ... Amen
ମୁଖ୍ୟ ଶିକ୍ଷାରେ ଗୋଟିଏ ବିରତିକୁ ଚିହ୍ନଟ କରିବାପାଇଁ ଏଠାରେ “ବର୍ତ୍ତମାନ” ଶବ୍ଦଟି ବ୍ୟବହାର କରାଯାଇଛି I ଏଠାରେ ପାଉଲ ଈଶ୍ବରଙ୍କର ପ୍ରଶଂସା କରୁଛନ୍ତି I
# the king of the ages
ଅନନ୍ତକାଳୀନ ରାଜା କିମ୍ବା “ଅନନ୍ତକାଳପାଇଁ ମୁଖ୍ୟ ଶାସନକର୍ତ୍ତା”
# Now to the king of the ages, the immortal, invisible, the only God, be honor and glory forever and ever
ଗୁଣବାଚକ ବିଶେଷ୍ୟ “ସମ୍ଭ୍ରମ” ଓ “ଗୌରବ”କୁ କ୍ରିୟା ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ବର୍ତ୍ତମାନ ଲୋକମାନେ ସେହି ଅନନ୍ତକାଳୀନ ରାଜାଙ୍କର, ଅର୍ଥାତ୍ ଯେ କି ଅକ୍ଷୟ, ଅଦୃଶ୍ୟ ଓ ଏକମାତ୍ର ଈଶ୍ବର, ତାହାଙ୍କର ସମ୍ଭ୍ରମ ଓ ଗୌରବ ସଦା ସର୍ବଦା କରନ୍ତୁ” (ଦେଖ: [[rc://*/ta/man/translate/figs-abstractnouns]])