997 B
997 B
sexually immoral people
ଏହା ଏପରି ବ୍ୟକ୍ତିଙ୍କୁ ବୁଝାଏ ଯେଉଁମାନେ ତାଙ୍କର ବିବାହ କରି ନ ଥିବା ଅନ୍ୟ କୌଣସି ବ୍ୟକ୍ତି ସହିତ ଶୟନ କରନ୍ତି I
homosexuals
ଯେଉଁ ପୁରୁଷମାନେ ଅନ୍ୟ ପୁରୁଷମାନଙ୍କ ସହିତ ଶୟନ କରନ୍ତି
those who kidnap people for slaves
ଯେଉଁମାନେ ଲୋକମାନଙ୍କୁ ଅପହରଣ କରି ଦାସଭାବରେ ବିକ୍ରୀ କରନ୍ତି କିମ୍ବା “ଯେଉଁମାନେ ଲୋକମାନଙ୍କୁ ନେଇ ଦାସଭାବରେ ବିକ୍ରୀ କରନ୍ତି”
for whatever else is against faithful instruction
ଯେଉଁମାନେ ପ୍ରକୃତ ଖ୍ରୀଷ୍ଟିୟ ଶିକ୍ଷାର ବିରୁଦ୍ଧରେ ଅନ୍ୟ ସବୁ କିଛି କରନ୍ତି