1.8 KiB
1.8 KiB
Now
ମୁଖ୍ୟ ଶିକ୍ଷାରେ ଗୋଟିଏ ବିରତିକୁ ଚିହ୍ନଟ କରିବାପାଇଁ ଏଠାରେ ଏହି ଶବ୍ଦଟି ବ୍ୟବହାର କରାଯାଇଛି I ଏଠାରେ ପାଉଲ ତୀମଥିଙ୍କୁ ଆଜ୍ଞା ଦେଉଥିବାର ଉଦ୍ଦେଶ୍ୟକୁ ବୁଝାଉଛନ୍ତି I
the commandment
ଏଠାରେ ଏହା ପୁରାତନ ନିୟମ କିମ୍ବା ଦଶ ଆଜ୍ଞାକୁ ବୁଝାଏ ନାହିଁ, କିନ୍ତୁ ପାଉଲ ୧ ତୀମଥି ୧:୩ and ୧ ତୀମଥି ୧:୪ରେ ଦେଉଥିବା ଶିକ୍ଷାକୁ ବୁଝାଏ I
is love
ସମ୍ଭାବିତ ଅର୍ଥଗୁଡିକ ହେଲା ୧) “ଏହା ହେଉଛି ଈଶ୍ବରଙ୍କୁ ପ୍ରେମ କରିବା” କିମ୍ବା ୨) “ଏହା ହେଉଛି ଲୋକମାନଙ୍କୁ ପ୍ରେମ କରିବା”
from a pure heart
ଏଠାରେ “ଶୁଦ୍ଧ”ର ଅର୍ଥ ଲୋକଟିର ମନ୍ଦ କାର୍ଯ୍ୟ କରିବାକୁ କୌଣସି ଲୁକ୍କାୟିତ ଉଦ୍ଦେଶ୍ୟ ନାହିଁ I ଏଠାରେ “ହୃଦୟ” ଜଣେ ଲୋକର ମନ ଓ ଭାବନାକୁ ବୁଝାଏ I ବିକଳ୍ପ ଅନୁବାଦ: “ସଚ୍ଚୋଟ ମନରୁ” (ଦେଖ: rc://*/ta/man/translate/figs-metonymy)
good conscience
ଗୋଟିଏ ବିବେକ ଯାହା ଭୁଲ୍ ପରିବର୍ତ୍ତେ ଠିକ୍ ବିଷୟକୁ ବାଛିଥାଏ
sincere faith
ନିଷ୍କପଟ ବିଶ୍ବାସ କିମ୍ବା “ଏକ କପଟଶୁନ୍ୟ ବିଶ୍ବାସ”