930 B
930 B
but its fatal wound was healed
ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “କିନ୍ତୁ ତାହାର ମୃତ୍ୟୁଜନକ କ୍ଷତ ସୁସ୍ଥ ହେଲା” (ଦେଖ:rc://*/ta/man/translate/figs-activepassive)
fatal wound
ମୃତ୍ୟୁଜନକ କ୍ଷତ I ଏହା ଏକ ପ୍ରକାର ସାଂଘାତିକ କ୍ଷତ ଯାହା ଜଣେ ଲୋକର ମୃତ୍ୟୁ ଘଟାଇବ I
The whole earth
“ପୃଥିବୀ” ଶବ୍ଦ ତହିଁରେ ବାସ କରୁଥିବା ଲୋକମାନଙ୍କୁ ବୁଝାଏ I ଅନ୍ୟଏକ ଅନୁବାଦରେ: “ପୃଥିବୀର ସମସ୍ତ ଲୋକ” (ଦେଖ:rc://*/ta/man/translate/figs-metonymy)
followed the beast
ପଶୁର ଅନୁଗମନ କଲେ