or_tn/rev/07/03.md

8 lines
618 B
Markdown

# put a seal on the foreheads
ଏଠାରେ “ମୁଦ୍ରା” ଏକ ଚିହ୍ନକୁ ବୁଝାଏ I ଏହି ଚିହ୍ନ ଦର୍ଶାଏ ଯେ ଲୋକମାନେ ଈଶ୍ବରଙ୍କର ଅଟନ୍ତି ଓ ସେ ସେମାନଙ୍କୁ ସୁରକ୍ଷା କରିବେ I ଅନ୍ୟଏକ ଅନୁବାଦରେ: “କପାଳରେ ଏକ ଚିହ୍ନ ଦେବ” (ଦେଖ: [[rc://*/ta/man/translate/figs-metonymy]])
# foreheads
କପାଳ ମୁଖମଣ୍ଡଳର ଉପର ଭାଗରେ, ଆଖି ଦୁଇପାର୍ଶ୍ବରେ ଅଛି I