1.6 KiB
1.6 KiB
the great day of their wrath has come
ସେମାନଙ୍କ କ୍ରୋଧର ଦିନ ସେହି ସମୟକୁ ବୁଝାଏ, ଯେତେବେଳେ ସେମାନେ ଦୁଷ୍ଟମାନଙ୍କୁ ଦଣ୍ଡ ଦେବେ I ଅନ୍ୟଏକ ଅନୁବାଦରେ: “ଏହା ଏକ ଭୟଙ୍କର ସମୟ, ଯେତେବେଳେ ସେମାନେ ଲୋକମାନଙ୍କୁ ଦଣ୍ଡ ଦେବେ” (ଦେଖ: rc://*/ta/man/translate/figs-metonymy)
has come
ଭବିଷ୍ୟତ ବିଷୟକୁ ଆଗାମୀ ବିଷୟ ସଦୃଶ କୁହାଯାଇଛି I (ଦେଖ: rc://*/ta/man/translate/figs-metaphor)
their wrath
ଏହା ସିଂହାସନୋପବିଷ୍ଟ ବ୍ୟକ୍ତି ଓ ମେଷଶାବକଙ୍କୁ ବୁଝାଏ I
Who is able to stand?
ରକ୍ଷା ପାଇବା କିମ୍ବା ଜୀବିତ ରହିବା ବିଷୟକୁ ଠିଆ ହେବା ବିଷୟ ସଦୃଶ କୁହା ଯାଇଛି I ସେମାନଙ୍କ ମହାଦୁଃଖ ଓ ଭୟକୁ ପ୍ରକାଶ କରିବା ନିମନ୍ତେ ଏହି ପ୍ରଶ୍ନ କରାଯାଇଛି ଯେ ଈଶ୍ବର ସେମାନଙ୍କୁ ଦଣ୍ଡଦେବା ସମୟରେ କେହି ସେମାନଙ୍କୁ ରକ୍ଷାକରି ପାରିବେ ନାହିଁ I ଅନ୍ୟଏକ ଅନୁବାଦରେ: “ କେହି ରକ୍ଷା ପାଇପାରିବେ ନାହିଁ” (ଦେଖ: rc://*/ta/man/translate/figs-metonymy)