1.2 KiB
1.2 KiB
everyone who does not hold this teaching
ଏକ ଶିକ୍ଷା ବିଶ୍ବାସ କରିବା ବିଷୟକୁ ଶିକ୍ଷା ଧରି ରଖିବା କୁହାଯାଏ I ଅନ୍ୟଏକ ଅନୁବାଦରେ: “ଯେଉଁ ପ୍ରତ୍ୟେକ ଜଣ ଏହି ଶିକ୍ଷା ବିଶ୍ବାସ କରନ୍ତି ନାହିଁ” (ଦେଖ: rc://*/ta/man/translate/figs-metaphor)
does not hold this teaching
ବିଶେଷ୍ୟ ପଦ “ଶିକ୍ଷା”କୁ କ୍ରିୟାଭାବରେ ଅନୁବାଦ କରାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ସେ ଯାହା ଶିକ୍ଷା ଦିଏ, ତାହା ଧରି ରଖନାହିଁ” କିମ୍ବା “ସେ ଯାହା ଶିକ୍ଷା ଦିଏ, ତାହା ବିଶ୍ବାସ କରନାହିଁ”
deep things
ଗୁପ୍ତ ବିଷୟଗୁଡିକ ସମ୍ବନ୍ଧରେ କୁହାଯାଏ ଯେପରି ସେଗୁଡିକ ଗଭୀର ଅଟନ୍ତି I ଅନ୍ୟଏକ ଅନୁବାଦରେ: “ଗୁପ୍ତ ବିଷୟ” (ଦେଖ: rc://*/ta/man/translate/figs-metaphor)